Odisha news

ବ୍ଳକ ଅଧ୍ୟକ୍ଷା ପାଳିଲେ ରକ୍ଷାବନ୍ଧନ ଉତ୍ସବ

0

ନିରାକାର ପୁର,୧୧/୮:   ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିସ୍ନାରାଣୀ ମାନଧାତା ସହଯୋଗରେ ରାମେଶ୍ବର ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଟାଙ୍ଗୀ ବ୍ଲକର ଉପଧ୍ୟକ୍ଷ ଦୁର୍ଗା ପ୍ରସାଦନାଥଶର୍ମାଙ୍କ ସମେତବିଭିନ୍ନ ପଞ୍ଚାୟତ ର ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ।୧୨ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂ ଲେଣ୍ଡୋ ସରପଞ୍ଚ ବିନୋଦିନୀ ଦାସ ସମିତିସଭ୍ୟ ବିକାଶରଞ୍ଜନ ନାୟକ ନିରାକାରପୁର ପୁର୍ବତନ ସରପଞ୍ଚ ହୃଷିକେଶ ରାଉତରାୟ ଯୁବନେତା ପ୍ରଭାତ ସ୍ବାଇଁ,ସୁକାନ୍ତ ବେହେରା ଡିଆଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ବେହେରା,ରାମେଶ୍ବର ସରପଞ୍ଚ ରଞ୍ଜିତ ଜଗଦେବ ସମିତିସଭ୍ୟ ରମେଶ ବିଶ୍ବାଳ,ଓଳସିଂହ ସମିତିସଭ୍ୟ ନେତ୍ରାନନ୍ଦ ପ୍ରଧାନ,ରାମଚନ୍ଦ୍ରପୁର ସରପଞ୍ଚମଧୁସୂଦନ ପଲେଇ, ଅଚ୍ୟୁତପୁର ସମିତିସଭ୍ୟ ପୂର୍ଣ୍ଣଚନ୍ଦ୍ର ସିଂହଙ୍କ ସହିତ ଖୋର୍ଦ୍ଧାର ପୁର୍ବତନ ବିଧାୟକତଥା ଯୋଜନାପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଙ୍କ ପୁର୍ବତନପ୍ରତିନିଧି ପବିତ୍ର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।ସମସ୍ତଙ୍କ ହାତରେ ବ୍ଲକ ଅଧ୍ୟକ୍ଷା ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ।

Leave A Reply