କାକଟପୁର 2/8 କାକଟପୁର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମର ନେତ୍ରମଣି ସେନାପତି (92) ଙ୍କର ମଙ୍ଗଳବାର ଦିନ ନିଜ ବାସଭବନରେ ପରଲୋକ ହୋଇଯାଇଛି l ସେ ଜଣେ ପରୋପକାରୀ, ମିଷ୍ଠଭାଷି, ଧର୍ମପରାୟଣା ମହିଳା ଭାବେ ସାରା ଅଞ୍ଚଳରେ ପରିଚିତ ଥିଲେ l ତାଙ୍କ ମୃତ୍ୟୁ ରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ମୃତ୍ୟୁ ନିକଟରେ ପୁତ୍ର ରାଜୁ, ବାବୁଲି, ପ୍ରଶନ୍ନ, ନାତି ଡ଼ଃ ଶୁଭେନ୍ଦୁ, ଶଶାଙ୍କ, ସୀତାଂଶୁ, ଶୁଭ୍ରାଂଶୁ, ସୋମ୍ୟ, ପାପୁନ, ନାତୁଣୀ ଏଲି, ସୋନାଲି, ଝିଅ, ଜ୍ୱାଇଁ, ପରିବାର, ବନ୍ଧୁବର୍ଗ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l ତାଙ୍କର ଅନ୍ତିମ ସଂସ୍କାର ଗ୍ରାମ ସ୍ମଶାନ ରେ ହୋଇଥିଲା l ଜ୍ୟଷ୍ଠ ପୁତ୍ର ରାଜୁ ମୁଖାଗ୍ନି ଦେଇଥିଲେ l