Odisha news

ସତ୍ୟବାଦୀ,33 ନମ୍ବର ଜୋନରେ ବିଜେପି ଜିତିଲା

0

ସାକ୍ଷୀଗୋପାଳ ତା ପୁରୀ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ସତ୍ୟବାଦୀ ବ୍ଲକର 33 ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି l ବିଜେପି ପ୍ରାର୍ଥୀ ରତିକାନ୍ତ ମିଶ୍ର 11,415 ଖଣ୍ଡ ଭୋଟ ପାଇଥିଲେ l ବିଜେଡ଼ି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସ୍ୱାଇଁ 10,914 ଖଣ୍ଡ ଭୋଟ ପାଇଥିଲେ l ବିଜେପି ପ୍ରାର୍ଥୀ ରତିକାନ୍ତ ମିଶ୍ର 501 ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଥିଲେ l

Leave A Reply