Odisha news

କିନ୍ନର ମାନଙ୍କ ମୃତ୍ୟୁ ପରେ ଦୁଃଖ କରାଯାଏ ନାହିଁ କାହିଁକି ? ଏହା ପଛର କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0

ନୂଆଦିଲ୍ଲୀ : ଆମ ସମାଜରେ କିନ୍ନର ମାନଙ୍କୁ ଥାର୍ଡ ଜେଣ୍ଡର ବୋଲି କୁହାଯାଏ । କିନ୍ନର ମାନଙ୍କର ଦୁନିଆ ସମ୍ପୂର୍ଣ୍ଣ ଅଲଗା ଅଟେ । କିନ୍ନର ମାନଙ୍କ ର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅଲଗା ଅଲଗା ନିୟମ ରହିଥାଏ । ଆପଣ କଣ କେବେ କୌଣସି କିନ୍ନର ର ଶବ ଦେଖିଛନ୍ତି କି ?

କିନ୍ନର ମାନଙ୍କ ର ଶବ ଶୋଭାଯାତ୍ରା ଦିନ ପରିବର୍ତ୍ତେ ରାତିରେ ହୋଇଥାଏ । ଏଥିପାଇଁ ସେମାନଙ୍କ ଶବ ଯାତ୍ରା ରାତିରେ ହୋଇଥାଏ କାରଣ କେହି ଯେପରି ଏହାକୁ ନ ଦେଖନ୍ତି ଏହା ହେଉଛି ସେମାନଙ୍କ ପରମ୍ପରା । ଗୋଟିଏ କିନ୍ନର ଗୋଷ୍ଠୀ ର ଶବ ଶୋଭାଯାତ୍ରାରେ ଅନ୍ୟ ଗୋଷ୍ଠୀ ସାମିଲ ହୋଇ ନ ଥାଆନ୍ତି । ମାନ୍ୟତା ଅନୁସାରେ ଯଦି କେହି ସାଧାରଣ ଲୋକ ଜଣେ କିନ୍ନର ର ଶବ ଦେଖି ନିଅନ୍ତି ତେବେ ସେ ଆଉ ଥରେ କିନ୍ନର ଜନ୍ମ ନେଇଥାଏ ।

ଗୋଟିଏ କିନ୍ନର ର ମୃତ୍ୟୁ ପରେ ତାକୁ ଜୋତା ଚପଲ୍ ରେ ପିଟା ଯାଇଥାଏ । କୁହାଯାଏ ଯେ ଏହାଦ୍ବାରା ତାର ଏହି ଜନ୍ମ ରେ କରିଥିବା ସମସ୍ତ ପାପ ର ଅନ୍ତ ହୋଇଯାଏ । ଯଦି କୌଣସି କିନ୍ନର ର ଯଦି ମୃତ୍ୟୁ ହୋଇଥାଏ ତେବେ ତାର ସମୁଦାୟ ର ଅନ୍ୟ କିନ୍ନର ମାନେ
ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କିଛି ଖାଇ ନଥାଆନ୍ତି । କିନ୍ନର ସମାଜର ଲୋକମାନେ କେହି ମରିବା ପରେ ଏଥିପାଇଁ କାନ୍ଦି ନଥାଆନ୍ତି କାରଣ ତାକୁ ଏହି ନର୍କ ରୁ ମୁକ୍ତି ମିଳି ଯାଇ ଥାଏ । ତା ସହିତ ସେମାନେ ଖୁସି ରେ ପଇସା ବାଣ୍ଟି ଥାଆନ୍ତି ।

Leave A Reply