Odisha news

ଯଦି ପ୍ୟାନ କାର୍ଡ ହଜିଯାଇଛି ,ବର୍ତମାନ ଗୋଟିଏ ମିନିଟ ରେ e – Pan ଡାଉନଲୋଡ଼ କରନ୍ତୁ ,ଏଠାରେ ଜାଣନ୍ତୁ ସମ୍ପୂଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ : ପ୍ୟାନ କାର୍ଡ ଗୋଟିଏ ଅତି ଆବଶ୍ୟକ ପ୍ରମାଣପତ୍ର l ଆଜିକାଲି ସରକାରୀ ରୁ ନେଇ ଘରୋଇ ସମସ୍ତ କାର୍ଯ୍ୟ ରେ ପ୍ୟାନ କାର୍ଡ ର ଆବଶ୍ୟକତା ପଡିଥାଏ l ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିବାରୁ ନେଇ ସମସ୍ତ କାର୍ଯ୍ୟରେ ପ୍ୟାନ କାର୍ଡ ର ଆବଶ୍ୟକତା ପଡିଥାଏ l ତେଣୁ ଯଦି ପ୍ୟାନ କାର୍ଡ କେଉଁଆଡେ ହଜି ଯାଇଥାଏ ତେବେ ଆମେ ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇଯାଉ l ସମସ୍ତ ସ୍ଥାନରେ ପ୍ୟାନ କାର୍ଡ ଅନିର୍ବlଯ୍ୟ ଅଟେ l ଯଦି ଏପରି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ଇ ପ୍ୟାନ କାର୍ଡ ଇନକମ ଟ୍ୟାକ୍ସ ର ୱେବସାଇଟ ରେ ଆବେଦନ କରିପାରିବେ l

– ସର୍ବ ପ୍ରଥମେ ଇନକମ ଟ୍ୟାକ୍ସ ୱେବସାଇଟ ରେ https://www.incomtax.gov.in/iec/foportal ରେ ଲାଗିନ କରନ୍ତୁ l
-ଏହାପରେ ଆପଣ instant E PAN ରେ କ୍ଲିକ କରନ୍ତି
– ଏହାପରେ ନୂଆ E ପ୍ୟାନ ରେ କ୍ଲିକ କରନ୍ତୁ
– ଏହାପରେ ନିଜର ପ୍ୟାନ ନମ୍ବର ଲେଖନ୍ତୁ
– ଯଦି ଆପଣଙ୍କର ନିଜର ପ୍ୟାନ ନମ୍ବର ମାନେ ନାହିଁ ତେବେ ଆଧାର ନମ୍ବର ଲେଖନ୍ତୁ
– ଏହାପରେ ଆକସେପ୍ଟ ଉପରେ କ୍ଲିକ କରନ୍ତୁ
– ଏହାପରେ ରେଜିଷ୍ଟାର ମୋବାଇଲ ନମ୍ବର ରେ ଓଟିପି ଆସିଲେ ତାହାକୁ ଲେଖନ୍ତୁ
– ବର୍ତମାନ ଆପଣଙ୍କ ଇ ମେଲ ଆଇଡି ରେ ପ୍ୟାନ ଏଡିଏଫ କମେଣ୍ଟ ରେ ଆସିବ
– ଏଠାରେ ଆପଣ ନିଜର ଇ ପ୍ୟାନ ଡାଉନଲୋଡ଼ କରନ୍ତୁ l

Comments are closed.