ରଣପୁର : ରାଜ୍ୟ ସରକାର ଙ୍କ ତରଫରୁ ରାଜ୍ୟ ରେ ଥିବା ପୁରାତନ ଧାର୍ମୀକ ପୀଠ ଗୁଡିକ ସନ୍ଦର୍ଯ୍ୟ କରାଯିବ ସହିତ ଆକର୍ଷଣୀୟ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଦ୍ୱିତୀୟ ଶ୍ରେକ୍ଷେତ୍ର ଦାବି କରାଯାଉଥିବା ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର ଐତିହ ସମ୍ପୂର୍ଣ ତଥା ପୁରୀ ପରେ ସର୍ବ ପୁରାତନ ଜଗନ୍ନାଥ ମନ୍ଦିର ହୋଇଥିବା ବେଳେ ଏହା ରାଜ୍ୟ ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ରହି ଯାଉଛି ଯାହା ଫଳ ରେ ରଣପୁର ସ୍ଥିତ ଦ୍ୱିତୀୟ ଶ୍ରେକ୍ଷେତ୍ର ଜଗନ୍ନାଥ ମନ୍ଦିର ର ଉତ୍ତର ଓ ଦକ୍ଷିଣ ଦ୍ୱାର ଅତି ସଙ୍କଟପର୍ଣ୍ଣ ତଥା ଜରାଜୀର୍ଣ୍ଣ ଅବସ୍ଥା ରେ ଥିବା ବେଳେ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ତେବେ ଜିଲ୍ଲା ପ୍ରଶାସନ ତଥା ସରକାର ଏହା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବା ସହ ମନ୍ଦିର ଚତୃପ୍ରାସ୍ଵ କୁ ସନ୍ଦର୍ଯ୍ୟା କରଣ କରାଗଲେ ପୁରାତନ ଜଗନ୍ନାଥ ମନ୍ଦିର ଟି ସୁନ୍ଦର ଲାଗିବା ସହ ଆସୁଥିବା ପର୍ଯ୍ୟଟକ ଖୁସି ବ୍ୟକ୍ତ କରନ୍ତେ
Comments are closed.