ଟ୍ରେନ ସମ୍ଭଧୀୟ ବିଶେଷ ସୂଚନା : ଟିଟିଲାଗଡ-ରାୟପୁର ରେଲୱେ ସେକ୍ସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ କିଛି ଟ୍ରେନ ସେହି ମାର୍ଗରେ ପ୍ରଭାବିତ ହେବ
ଟିଟିଲାଗଡ଼-ରାଇପୁର ରେଳ ସେକ୍ସନ ଅନ୍ତର୍ଗତ ବେଲସୋଣ୍ଡା-ଲାଖୋଲି-ଆରଙ୍ଗ ମହାନଦୀ ରେଳ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯାଉଥିବାରୁ ଏହି ମାର୍ଗରେ ଚଳାଚଳ କରୁଥିବା କିଛି ଟ୍ରେନ୍ ସେବା ନିମ୍ନଲିଖିତ ଭାବରେ ପ୍ରଭାବିତ ହେବ |
ଟ୍ରେନର ବାତିଲ୍:
A. 02857 ବିଶାଖାପାଟନମ୍-ଏଲଟିଟି ସ୍ପେସିଆଲ 1 ଅଗଷ୍ଟ 2021 ରେ ବିଶାଖାପାଟନମ୍ ରୁ ବାତିଲ ରହିବ |
B. 02858 ଏଲଟିଟି-ବିଶାଖାପାଟନମ୍ ସ୍ପେସିଆଲ 3 ଅଗଷ୍ଟ 2021 ରେ ଏଲଟିଟି ରୁ ବାତିଲ ରହିବ |
C. 02827 ପୁରୀ-ସୁରଟ ସ୍ପେଶାଲ 1 ଅଗଷ୍ଟ 2021 ରେ ପୁରୀ ଠାରୁ ବାତିଲ ରହିବ |
D. 02828 ସୁରଟ-ପୁରୀ ସ୍ପେଶାଲ 3 ଅଗଷ୍ଟ, 2021 ରେ ସୁରଟରୁ ବାତିଲ ରହିବ |
E. 07481 ତିରୁପତି-ବିଲାସପୁର ସ୍ପେଶାଲ୍ ତିରୁପତିରୁ 29 ଜୁଲାଇ ଏବଂ 1 ଅଗଷ୍ଟ, 2021 ରେ ବାତିଲ ରହିବ |
F. 07482 ବିଲାସପୁର-ତିରୁପତି ସ୍ପେଶାଲ୍ ବିଲାସପୁରରୁ 31 ଜୁଲାଇ ଏବଂ 3 ଅଗଷ୍ଟ, 2021 ରେ ବାତିଲ ରହିବ |
G. 09494 ପୁରୀ-ଗାନ୍ଧିଧାମ ସ୍ପେଶାଲ 2 ଅଗଷ୍ଟ, 2021 ରେ ପୁରୀରୁ ବାତିଲ ରହିବ |
H. 09493 ଗାନ୍ଧିଧାମ-ପୁରୀ ସ୍ପେଶାଲ 30 ଜୁଲାଇ ଏବଂ 6 ଅଗଷ୍ଟ, 2021 ରେ ଗାନ୍ଧୀଧାମରୁ ବାତିଲ ରହିବ |
I. 02145 ଏଲଟିଟି-ପୁରୀ ସ୍ପେଶାଲ୍ 1 ଅଗଷ୍ଟ, 2021 ରେ ଏଲଟିଟିରୁ ବାତିଲ ରହିବ |
J. 02146 ପୁରୀ- ଏଲଟିଟି ସ୍ପେଶାଲ 3 ଅଗଷ୍ଟ, 2021 ରେ ପୁରୀରୁ ବାତିଲ ରହିବ |
K. 08528 ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍ ବିଶାଖାପାଟନମରୁ 25 ଜୁଲାଇରୁ 5 ଅଗଷ୍ଟ 2021 ପର୍ଯ୍ୟନ୍ତ ବାତିଲ ରହିବ |
L. 08527 ରାୟପୁର-ବିଶାଖାପାଟନମ୍ ସ୍ପେଶାଲ୍ ରାଇପୁରରୁ 26 ଜୁଲାଇରୁ 6 ଅଗଷ୍ଟ 2021 ପର୍ଯ୍ୟନ୍ତ ବାତିଲ ରହିବ |
ଟ୍ରେନ ସମୟ ସାରଣୀରେ ସାମୟିକ ପରିବର୍ତ୍ତନ:
A. 02887 ବିଶାଖାପାଟନମ୍-ନିଜାମୁଦ୍ଦିନ ସ୍ପେଶାଲ୍ ଜୁଲାଇ ମାସ 27 ଓ 29 ତାରିଖ ଏବଂ 5 ଅଗଷ୍ଟ, 2021 ଦିନ ବିଶାଖାପାଟନମରୁ ଏହାର ନିଦ୍ଧାରିତ ସମୟ ଠାରୁ 3 ଘଣ୍ଟା ବିଳମ୍ବରେ ଛାଡିବ |
B. 08573 ବିଶାଖାପାଟନମ୍-ଭଗତ-କି-କୋଠି ସ୍ପେଶାଲ୍ ଅଗଷ୍ଟ ମାସ 5 ତାରିଖ ଦିନ ବିଶାଖାପାଟନମ୍ ଠାରୁ ଏହାର ନିରସହରିତ ସମୟ ଠାରୁ 7 ଘଣ୍ଟା ବିଳମ୍ବରେ ଛାଡିବ |
Comments are closed.