ରାଡର ପରିଧିକୁ ଆସିଲା ୟାସ ର ଆଖି। ୟାଷ୍ ର ଆଖି ର ପରିଧି ରହିଛି ୩୫ କିଲୋମିଟର୍ ବ୍ୟାସାର୍ଦ୍ଧ ବିଶିଷ୍ଠ। ୫ଟା୩୦ ମିନିଟ୍ ସମୟ ରେ ଏହା ଧାମରାର ନିକଟବର୍ତ୍ତୀ ହେବ। ବାତ୍ୟାର କେନ୍ଦ୍ର ସ୍ଥଳ ରେ ରହିଥାଏ ଆଖି । ଆଖି ଯେଉଁ ଅଞ୍ଚଳ ଦେଇ ଯାଏ ବ୍ୟାପକ କ୍ଷୟକ୍ଷତି ହୋଇଥାଏ । ଆଜି ମଧ୍ୟ ରାତ୍ରି ରୁ ପବନ ର ବେଗ ବଢ଼ିବ । ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳ ରେ ଜୁଆର ଆସିବାର ସମ୍ଭାବନା ରହିଛି , ତା ସହିତ କେନ୍ଦ୍ରାଡ଼ା ଓ ଜଗତିଂହପୁରରେ ମଧ୍ୟ ଜୁଆର ଆସିବାର ସମ୍ଭାବନା ରହିଛି । IMD DG ସୂଚନା ଦେଇଛନ୍ତି ଯେ ବର୍ତମାନ ପାରାଦ୍ଵୀପ ରୁ ୧୮୦ କିଲୋମିଟର୍ ଦୂରରେ ରହିଛି।
Comments are closed.