ରତଲାମରୁ ୨୫ କିମି ଦୂର ବେରଛା ଗæôରେ ମା’ ଅମ୍ବେଙ୍କ ଶକ୍ତି ଧାମ ଅଛି । ଉଚ୍ଚ ପାହାଡ଼ରେ ବିରାଜିତ ମା’ ଭକ୍ତଙ୍କ ମନୋକାମନା ପୂରା କରିଥାନ୍ତି । ୧୬୬୪ ପୂର୍ବରୁ ଏହି ମନ୍ଦିର ସ୍ଥାପନା କରାଯାଇଥିଲା । ଗæôର ଜଣେ ପ୍ରସିଦ୍ଧ ସନ୍ଥ
ଜୀବିତ ସମାଧିେ ନ ବ । ପ େ ର ଏହି କ୍ଷେତ୍ରର ମାନ୍ୟତା ଅଧିକ ବଢ଼ିଗଲା । ପାହାଡ଼ରେ ଏକ ଚମତ୍କାରୀ ପଥର ଅଛି ଯାହାକୁ ପିଟିଲେ ଘଣ୍ଟି ଶବ୍ଦ ଶୁଣାଯାଏ । ଲୋକେ ଏହାକୁ ମା’ଙ୍କ ଚମତ୍କାର ବୋଲି ମାନନ୍ତି । ଏହି ପଥର କେବେଠୁ ଅଛି ଓ କିଏ ଏହାର ସନ୍ଧାନ କରିଛି ଏ ବିଷୟରେ ଗ୍ରାମବାସୀଙ୍କୁ ଜଣାନାହିଁ । ମନ୍ଦିରର ପ ୂ ଜ । ର ୀ କ ହ ି ଛ ; ି କେବେ ଏହି ମନ୍ଦିର ତିଆରି ହେଲା ସେ ବିଷୟରେ ଜାଣିନାହୁଁ କିନ୍ତୁ କିଛି କିମ୍ବଦନ୍ତୀ ଅଛି । ଆମ ପୂର୍ବଜ ଏଠାରେ ପୂଜା କରୁଥିଲେ ଓ ଏବେ ଆମେ ପୂଜା କରୁଛୁ ।
Prev Post