Odisha news
Yearly Archives

2025

ରାଜ୍ୟ ସ୍ତରୀୟ ଓପନ ଟାଏକଣ୍ଡୋ କ୍ରୀଡାରେ କୃତିତ୍ବ ଅର୍ଜନ କଲେ କନ୍ଧମାଳ ର ଛାତ୍ରଛାତ୍ରୀ

କନ୍ଧମାଳ, ତା, ୩୦/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ରାଜ୍ୟ ସ୍ତରୀୟ ଟାଏକଣ୍ଡୋ କ୍ରିଡ଼ା ରେ ସଫଳତା ଅର୍ଜନ କରି ଫେରିଛନ୍ତି । ଭଦ୍ରକ ଠାରେ ଅନୁଷ୍ଠିତ…
Read More...

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ହେଉଛି ଓଡ଼ିଆ ଅସ୍ମିତାର ବାର୍ତ୍ତା ବହକ : ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ

ଭୁବନେଶ୍ୱର , ୨୯ ଡ଼ିସେମ୍ବର, ୨୦୨୫ : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜି ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ମୁଖ୍ୟ ଅତିଥି ଭାବେ…
Read More...

କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ , ମହାନ ସାଂସ୍କୃତିକ…

• ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ଏବଂ ୫୭ ଜଣ ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ • ‘ଶହୀଦ ସଂଗ୍ରହାଳୟ’ ବୁଲିବା ସହ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ • ‘ବୀର ସୁରେନ୍ଦ୍ର ସାଏ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର…
Read More...

ଓଡ଼ିଶାରେ କୋର୍ଟ କାର୍ଯ୍ୟ ଓଡ଼ିଆ (ମାତୃଭାଷା)ରେ ହେଲେ ସମାଜର ସବୁ ବର୍ଗର ଲୋକମାନେ ଉପକୃତ ହେବେ- ଧର୍ମେନ୍ଦ୍ର ପ୍ରଧାନ

• ଭାରତର ନ୍ୟାୟ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଏହାକୁ ମାତୃଭାଷା ଆଧାରିତ କରିବାକୁ ହେବ • ମାତୃଭାଷା ହିଁ ଅଭିବ୍ୟକ୍ତିର ସବୁଠାରୁ ବଡ଼ ଓ ସହଜ ମାଧ୍ୟମ • ଭାଷାର ପ୍ରତିବନ୍ଧକ ଦୂର ହେଲେ ହିଁ…
Read More...

ନିଷ୍ଠାପର ସେବା ପାଇଁ ସାତ ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ

ଭୁବନେଶ୍ୱର / ଖୋର୍ଦ୍ଧା ରୋଡ୍, ୨୯.୧୨.୨୦୨୫: କାର୍ଯ୍ୟ ସମୟରେ ନିରାପତ୍ତା ପ୍ରତି ଅନୁକରଣୀୟ ସମର୍ପଣ, ସତର୍କତା ଏବଂ ପ୍ରତିବଦ୍ଧତାର ସ୍ୱୀକୃତି ସ୍ୱରୂପ; କର୍ତ୍ତବ୍ୟ ପାଳନ ସମୟରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଖୋର୍ଦ୍ଧା ରୋଡ୍…
Read More...

ସମ୍ବଲପୁର ଘରୋଇ ବସ୍ ମାଲିକ ସଂଘର ସମ୍ବର୍ଦ୍ଧନା କାର୍ଯ୍ଯକ୍ରମରେ କେନ୍ଦ୍ରମନ୍ତ୍ରୀ , ​ସମ୍ବଲପୁରର ବିକାଶରେ ବସ୍…

​ସମ୍ବଲପୁର, ଡିସେମ୍ବର 29 -ସମ୍ବଲପୁର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଏହି ଅବସରରେ ସଂଘ…
Read More...

ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ଦୁଇ ପର୍ଯ୍ୟଟକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ 

ବାଲିଗୁଡା, ତା, ୨୯/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ଷର ଶେଷ ରବିବାର ରହିଥିବାରୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ…
Read More...

ତୁମୁଡ଼ିବନ୍ଧ ବ୍ଲକରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି

ବାଲିଗୁଡା ତା, ୨୯/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ତୁମୁଡ଼ିବନ୍ଧ ବ୍ଲକ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବେଦଭୂଷଣ ଙ୍କ ସମେତ , …
Read More...

ପାଠପଢ଼ା ସହ ପ୍ରଯୁକ୍ତି ବିଦ୍ୟାରେ ଦକ୍ଷ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବଡ଼ ହେବା ପାଇଁ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖିବା ଦରକାର। ସ୍ବପ୍ନ ଦେଖିଲେ ସଫଳତାର ରାସ୍ତା ଆପଣାଛାଏଁ ଖୋଲିଯାଏ। କେନ୍ଦୁଝର ତେଲକୋଇ ବ୍ଲକ୍‌ ଶିରିଗିଡ଼ା ପିଏମ୍‌ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ…
Read More...

ଜିରୋ ନାଇଟ୍ ପାଇଁ ଭୁବନେଶ୍ୱର-କଟକ କମିସନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ

ଭୁବନେଶ୍ୱର :ଜିରୋ ନାଇଟ୍ ପାଳନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜିରୋ ନାଇଟ୍ ପାଇଁ…
Read More...