Odisha news
Monthly Archives

October 2025

କାଶୀରେ ଛଠ୍ ପର୍ବ ପାଳିଲେ କେନ୍ଦ୍ରମନ୍ତ୍ରୀ , ଛଠ୍ ପୂଜା ପ୍ରକୃତି, ଜ୍ଞାନ ଓ ବିଜ୍ଞାନର ସଙ୍ଗମ – ଧର୍ମେନ୍ଦ୍ର…

କାଶୀ, ଅକ୍ଟୋବର ୨୭ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାବା ବିଶ୍ୱନାଥଙ୍କ ନଗରୀ କାଶୀରେ ଛଠ୍ ପର୍ବ ଅବସରରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ଦେଶବାସୀଙ୍କୁ ଏହି ପର୍ବର…
Read More...

ନୂଆପଡ଼ା ନିର୍ବାଚନୀ ପ୍ରଚାର ମଇଦାନରେ ରେ ଓହ୍ଲାଇଲେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ଧର୍ମପତ୍ନୀ

ନୁଆଁପଡ଼ା (Suvendra Pattanaik) : ପୁର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ସ୍ଵର୍ଗବାସ ପରେ ବର୍ତ୍ତମାନ ନୂଆପଡ଼ା ରେ ଚାଲିଛି ବିଧାନସଭା ଉପନିର୍ବାଚନ । ନିର୍ବାଚନୀ ମଇଦାନ ରେ ରାଜେନ୍ଦ୍ର ଙ୍କ…
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀଙ୍କ ଶପଥ ପାଠ

ଭୁବନେଶ୍ୱର(Suvendra Pattanaik) : ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ସାମାଜିକ ପ୍ରତିବଦ୍ଧତାର ପ୍ରଦର୍ଶନ ନେଇ ଆଜି ଶପଥ ପାଠ କରିଛନ୍ତି । ସୂଚନା ଓ ଲୋକସଂପର୍କ…
Read More...

ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ୫ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ

ଭୁବନେଶ୍ବର, ୨୭ ଅକ୍ଟୋବର ୨୦୨୫ : ଆଜି ସେଞ୍ଚୁରିଆନ୍ ୟୁନିଭର୍ସିଟି ଠାରେ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ SPEFL Trade କୁ ନେଇ ଏକ ୫ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା…
Read More...

ଜୟ ଢୋଲକିଆ ଙ୍କ ପ୍ରଚାର ମଇଦାନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ନୂଆପଡା(Suvendra Pattanaik) :  - ନୂଆପଡା ବିଧାନସଭା ଉପ ନିର୍ବାଚନରେ ପ୍ରାର୍ଥୀ ଓ ତାଙ୍କର ସମର୍ଥକ ବିଧାନସଭା ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ଭିନ୍ନ ଭିନ୍ନ ଢଙ୍ଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନରେ…
Read More...

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ : ୧୪୦ଟି ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଓ…

ଭୁବନେଶ୍ୱର(Suvendra Pattanaik) : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ‘ମୋନ୍ଥା’ ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ…
Read More...

ନୂଆପଡ଼ା ରେ ପଦଯାତ୍ରା ମାଧ୍ୟମରେ ବିଜେପି ର ମାରାଥନ୍ ପ୍ରଚାର

ନୂଆପଡ଼ା (Suvendra Pattanaik) :  - ନୂଆପଡ଼ା ବିଧାନସଭା ର ଉପନିର୍ବାଚନ କୁ ରହିଲା ଆଉ ଦୁଇ ସପ୍ତାହ । ତିନି ପ୍ରମୁଖ ଦଳ ର ପ୍ରାର୍ଥୀ ବର୍ତ୍ତମାନ ପ୍ରଚାର ମଇଦାନ ରେ । ପ୍ରାର୍ଥୀ ଙ୍କ ସପକ୍ଷ ରେ ତାଙ୍କ ଦଳ ର ବିଭିନ୍ନ…
Read More...

ନୁଆପଡା ରେ ଛଟ ପୂଜା ରେ ସାମିଲ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ

ନୂଆପଡ଼ା(Suvendra Pattanaik) :  ଆଜି ହେଉଛି ସୂର୍ଯ୍ୟ ପୂଜାର ଏକ ନିଆରା ପରମ୍ପରା ପବିତ୍ର ଛଟ ପୂଜା । ସମଗ୍ର ବିଶ୍ଵରେ ଯେଉଁଠି ବି ଉତ୍ତର ଭାରତୀୟ ମାନେ ଥାନ୍ତି ଏହି ପର୍ବ କୁ ବହୁତ ଉତ୍ସାହ ର ସହିତ ପାଳନ କରିଥାନ୍ତି ।…
Read More...

ବାଲିପାଟଣା ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଭୁବନେଶ୍ୱର- ତା.୨୭.୧୦.୨୦୨୫ : ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରଞ୍ଜିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ…
Read More...

ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତା ଙ୍କ ବୈଠକ

ନୂଆଁପଡ଼ା ତା.୨୭/୧୦ - ନୁଆଁପଡା ବିଧାନସଭା ଉପ ନିର୍ବାଚନ ରେ ରାଜନୈତିକ ଚଳ ଚଞ୍ଚଳତା ଦିନକୁ ଦିନ ବଢ଼ିବାରେ ଲାଗିଛି । ନେତା ଙ୍କ ସମେତ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ସକ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଆଜି ଏହି…
Read More...