Odisha news
Yearly Archives

2020

ଆଖଣ୍ଡଳମଣୀ ମନ୍ଦିରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ରୁଦ୍ର ମହାଯଜ୍ଞ

କୁଆଖିଆ-୨୯/୧୨ : ରସୁଲପୁର ବ୍ଲକ ଗନ୍ଧଣ ପଂଚାୟତ ମସୁରପୁର ଠାରେ ବିରାଜ ମାନ କରିଥିବା ମହାପ୍ରଭୁ ଶ୍ରୀ ଆଖଣ୍ଡଳମଣୀଙ୍କର ୩ ୟ ବାର୍ଷିର୍କ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ସାମାଜିକ ଦୁରତାରେ ୨୭ ତାରିଖରୁ…
Read More...

ବ୍ରହ୍ମପୁର ମହାନଗର ନିଗମ କରୋନକୁ ପ୍ରତିହାତ କରିବା ପାଇଁ କୋଭିଡ୍ ସଚେତନତା ରଥ ପରିକ୍ରମାର ଉଦଘାଟନ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ କରୋନକୁ ପ୍ରତିହାତ କରିବା ପାଇଁ ୟୁନିସେଫ୍ ଓଡଶା ବିଭାଗ ସହାୟତାରେ ଓଡିଶା ଭଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବଭାଗ ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର…
Read More...

ଆରକ୍ଷୀ ଅଧିକ୍ଷକଙ୍କ ଅସ୍ତରଙ୍ଗ ଓ ମେରାଇନ ଥାନା ପରିଦର୍ଶନ

ଅସ୍ତରଙ୍ଗ ୨୯ /୧୨: ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଡ. କନୱାର ବିଶାଲ ସିଂ ମଙ୍ଗଳବାର ଦିନ ସକାଳୁ ସକାଳୁ ଅସ୍ତରଙ୍ଗ ବ୍ଲକରେ ଥିବା ଦୁଇ ଗୋଟି ଥାନା ପରିଦର୍ଶନ କରିଛନ୍ତି । ପ୍ରଥମେ ଡ. ସିଂ ସକାଳ ୮ ଘଟିକା ସମୟରେ ଅସ୍ତରଙ୍ଗ…
Read More...

କଟକଣା ସହ ତାରାତାରିଣୀ ମନ୍ଦିର ଜାନୁଆରୀ ୩ ରୁ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ତଥା ସବୁଠାରୁ ପ୍ରସିଦ୍ଧ ଓ ବୃହତ ଶକ୍ତି ପୀଠ ତାରାତାରିଣୀ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ନୂଆ ବର୍ଷରେ ଜାନୁଆରୀ ୩ ତାରିଖ' ଦିନ ଠାରୁ ଏହି ମନ୍ଦିରରେ ଜନସାଧାରଣ…
Read More...

ରିକାପଲ୍ଲୀ ହାଟ ଖୋଲିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଛତ୍ରପୁର ୨୯/୧୨ : ଦୀର୍ଘ ୯ ମାସ ହେଲା କରୋନା ମହାମାରୀ ଯୋଗୁଁ ଜୀବନ ଜିବିକା ହରାଇ ବସିଥିବା ଛତ୍ରପୁର ରିକାପଲ୍ଲୀ ହାଟ ବ୍ୟବସାୟୀ ମାନେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ହାଟ ଖୋଲିବା…
Read More...

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ନେଇ ଛତ୍ରପୁର ଥାନାରେ ଏଫଆଇଆର ଦେଲା ବିଜେପି

ଛତ୍ରପୁର ୨୯/୧୨ : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ନେଇ ନବୀନ ପଟ୍ଟନାୟକ ସରକାରଙ୍କ ବିରୁଦ୍ଧରେ ଏଫଆଇଆର ଦେବା ନିମନ୍ତେ ରାଜ୍ୟ ବିଜେପି ପକ୍ଷରୁ ନିଦେ୍ର୍ଦଶ ରହିଥିବାରୁ ଏନେଇ ମଙ୍ଗଳବାର ଛତ୍ରପୁର…
Read More...

ଫିସିଂ ହାର୍ବର୍ ପ୍ରତିଷ୍ଠା ନେଇ ଓଡିଶା ମତ୍ସ୍ୟଜୀବୀ ଫୋରମ ଓ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ପକ୍ଷରୁ ଦାବି ପତ୍ର

ଛତ୍ରପୁର,୨୯/୧୨ : ଛତ୍ରପୁର ତହସିଲ ଆର୍ଯ୍ୟପଲ୍ଲୀ ଗ୍ରାମ ଠାରେ ପ୍ରସ୍ତାବିତ ନୂତନ ଫିସିଂ ହାର୍ବର୍ (ମାଛମରା ଜେଟି) ନିର୍ମାଣ କରିବା ପାଇଁ ଓଡିଶା ମତ୍ସ୍ୟଜୀବୀ ଫୋରମ ଓ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ପକ୍ଷରୁ ରାଜ୍ୟ…
Read More...

ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର: ଶିକ୍ଷକ ଗୁରୁତର

ଛତ୍ରପୁର,୨୯/୧୨ : ରେଗୁଲାଟରେ ତ୍ରୁଟି ନେଇ ରୋଷେଇ କରୁଥିବା ବେଳେ ଛତ୍ରପୁର ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ଫାଟି ଶିକ୍ଷକ ଗୁରୁତର ଘଟଣା ଘଟିଥିବା ସୂଚନା ମିଳିଛି । ଶିକ୍ଷକ ଜଣକ ଗଞ୍ଜାମ ହାଇସ୍କୁଲର ରବୀନ୍ଦ୍ର ନାଥ ନେପାକ(୪୬)…
Read More...

ମା’ ଝାଡେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ତିହିଡି,୨୯/୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅଧିନ ମୂଷାଙ୍ଗ ମେଳନ ପଡିଆରେ ଆଜି ମା’ ଝାଡେଶ୍ୱରୀ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ତହସିଲଦାର ରମେଶ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ…
Read More...

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ତିହିଡି,୨୯/୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପୂର୍ବତନ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପା୍ରଥମିକ ଶିକ୍ଷକ ଭବନରେ ଏହି ଉପଲକ୍ଷେ ଅନୁଷ୍ଠିତ…
Read More...