ପିତଳ ମଦଭାଟି ପୋଡି ମାମଲା ରେ ଦୁଇ ଗିରଫ
ଆସିକା : ଆସିକା ଥାନା ଅନ୍ତର୍ଗତ ପିତଳ ଗ୍ରାମ ରେ ମଦ ବିକ୍ରି କୁ ବିରୋଧ କରି ଆନ୍ଦୋଳନ ସହ ଦେଶୀ ମଦ ଭାଟି କୁ ନିଆଁ ଲଗାଇବା ଓ ଲୁଟ୍ ମାମଲାରେ ଫେରାର ଥିବା ଦୁଇ ଅଭିଯୁକ୍ତ ଙ୍କୁ ପୋଲିସ ଆଜି ଗିରଫ କରିଛି। ସେମାନେ ହେଲେ…
Read More...
Read More...