Odisha news
Daily Archives

September 1, 2020

ସୁପର କିଙ୍ଗ୍ସକୁ ଆଶ୍ୱସ୍ତି

ନୂଆଦିଲ୍ଲୀ, ୧ା୯ (ଏଜେନ୍ସି) : ଚେନ୍ନାଇ ସୁପର କିଙ୍ଗ୍ସର ୧୩ଜଣ ସଦସ୍ୟ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଅନ୍ୟ ସଦସ୍ୟଙ୍କ ପୁଣି କରୋନା ଟେଷ୍ଟ କରାଯାଇଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ।…
Read More...

ଆଇପିଏଲ୍‌ ସମୟରେ କରୋନା ଟେଷ୍ଟ ବିସିସିଆଇ ଖର୍ଚ୍ଚ କରିବ ୧୦ କୋଟି

ନୂଆଦିଲ୍ଲୀ, ୧ା୯ (ଏଜେନ୍ସି) : ଆଗାମୀ ୧୯ ତାରିଖରୁ ୟୁଏଇରେ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଆନ୍‌ ପି୍ରମିୟର୍‌ ଲିଗ୍‌ ସମୟରେ ୨୦ହଜାରରୁ ଅଧିକ କରୋନା ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ୍‌…
Read More...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଋଷ ଗସ୍ତ ବୁଧବାର

ନୂଆଦିଲ୍ଲୀ, ୦୧ ସେପ୍ଟେମ୍ବର :  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଦିନ ଋଷ ଗସ୍ତରେ ଯିବେ । ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ତାଙ୍କର ଏହି ଯାତ୍ରୀ ତିନି ଦିନିଆ ହେବ ତଥା…
Read More...

୮ ଟି ରୁଟ୍ ର ଚାଲିବ ମୋ ବସ୍

ଭୁବନେଶ୍ୱର, ୦୧ ସେପ୍ଟେମ୍ବର – ଆଜିଠାରୁ ଆଉ ୮ ଟି ରୁଟ୍ ରେ ମୋ ବସ୍ ସପ୍ତାହର ପ୍ରତ୍ୟେକ ଦିନ ଚଳାଚଳ କରିବ । ଏହି ରୁଟ୍ ଗୁଡିକ ହେଲା ୧୧, ୧୬,୧୮,୨୦ ,୨୩,୨୪,୨୫ ଓ ୩୩ । କ୍ୟାପିଟାଲ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ…
Read More...

ଘୂର୍ଣ୍ଣିବଳୟ ପ୍ରଭାବରେ ଆହୁରି ୪୮ ଘଂଟା ବର୍ଷା ସମ୍ଭାବନା

ଭୁବନେଶ୍ୱର, ୦୧ ସେପ୍ଟେମ୍ବର – ପଶ୍ଚିମବଙ୍ଗ ଏବଂ ଏହାର ନିକଟବର୍ତୀ ଅଂଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଆସନ୍ତା ୪୮ ଘଂଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା…
Read More...

ହୀରାକୁଦ ଡ଼୍ୟାମ୍ ର ୨୪ ସ୍ଲୁଇସ୍ ଗେଟ୍ ଦେଇ ଜାରୀ ରହିଛି ଜଳ ନିଷ୍କାସନ

ସମ୍ବଲପୁର, ୧ ସେପ୍ଟେମ୍ବର - ଆଜି ଅପରାହ୍ନ ୪ଟା ସୁଦ୍ଧା ହୀରାକୁଦ ଡ଼୍ୟାମ୍ ର ମୋଟ୍ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସନ ଜାରୀ ରହିଛି । ଡ଼୍ୟାମ୍ ର ବାମ ପାଶ୍ୱର୍ ଡାଇକ୍ ରେ ୧୫ଟି ଏବଂ ଡ଼ାହାଣ ପାଶ୍ୱର୍…
Read More...

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ ମିଥ୍ୟା ଅଭିଯୋଗ କରି ଖସିଯିବାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର:…

ଭୁବନେଶ୍ୱର, ୦୧ ସେପ୍ଟେମ୍ବର – କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆଇଟିଡିସି ତରଫରୁ ଟେଣ୍ଡର ଆହ୍ୱାନ କରାଯାଇ ପୁରୀ ବଗଲା ଧର୍ମଶାଳା ଜମି ଉପରେ ଜଗନ୍ନାଥ ବିଶ୍ରମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି…
Read More...

ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୧ ସେପ୍ଟେମ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତମାନର କଠିନ ସ୍ଥିତିରେ ଜେଇଇ ମେନ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସଫଳ ଓ ଉଜ୍ଜ୍ୱଳ…
Read More...

ଶ୍ରୀନଗର ପ୍ରଥମ ଥର ଜଣେ ମହିଳା ଆଇପିଏସ୍‌ ନିଯୁକ୍ତ

ଜମ୍ମୁ : ପ୍ରଥମ ଥର ଜଣେ ମହିଳା ଆଇପିଏସ୍‌ ଅଧିକାରୀଙ୍କୁ ଆତଙ୍କବାଦୀ ପ୍ରଭାବିତ ଶ୍ରୀନଗର ସେକଫର ପାଇଁ ସିଆର୍‌ପିଏଫ୍‌ ମହାନୀରିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ୧୯୯୬ ବ୍ୟାଚ୍‌ ତେଲଙ୍ଗାନା କ୍ୟାଡରର ଆଇପିଏସ୍‌ ଅଧିକାରୀ…
Read More...

ବିଲେଇ ଓ ମଣିଷ ପାଇଁ ସମାନ ଔଷଧ

କରୋନା ସଂକ୍ରମଣ ରୋକିବା ପାଇଁ ବିଲେଇକୁ ଦିଆଯାଉଥିବା ଔଷଧ (ଜିସି୩୭୩ ଓ ଜିସି୩୭୬) ଦ୍ୱାରା ମଣିଷଙ୍କୁ ଫାଇଦା ହୋଇପାରେ । କାନାଡାର ଆଲବର୍ଟ ୟୁନିଭର୍ସିଟି ଏହି ଦାବି କରିଛି । ସଂକ୍ରମଣ ପରେ ଏହି ଔଷଧ ଶରୀରରେ କରୋନାଭୂତାଣୁ…
Read More...