କରୋନା ସଂକ୍ରମଣ ରୋକିବା ପାଇଁ ବିଲେଇକୁ ଦିଆଯାଉଥିବା ଔଷଧ (ଜିସି୩୭୩ ଓ ଜିସି୩୭୬) ଦ୍ୱାରା ମଣିଷଙ୍କୁ ଫାଇଦା ହୋଇପାରେ । କାନାଡାର ଆଲବର୍ଟ ୟୁନିଭର୍ସିଟି ଏହି ଦାବି କରିଛି । ସଂକ୍ରମଣ ପରେ ଏହି ଔଷଧ ଶରୀରରେ କରୋନାଭୂତାଣୁ ସଂଖ୍ୟାକୁ ରୋକିଥାଏ । ପ୍ରଥମେ ବିଲେଇଙ୍କୁ ସଂକ୍ରମଣମୁକ୍ତ କରିବା ପାଇଁ ଏହି ଔଷଧ ପ୍ରସ୍ତୁତ କରାଯାଇଥିଲା । ସାର୍ସ ମହାମାରୀ ବ୍ୟାପିବା ସମୟରେ ୨୦୦୩ରେ ମଣିଷଙ୍କ ଉପରେ ଏହି ଔଷଧ କେତେ ପ୍ରଭାବଶାଳୀ ରିସର୍ଚ କରାଯାଇଥିଲା । ଏବେ କରୋନା ମାମଲା ବଢ଼ୁଥିବା ଯୋଗୁ ଏହି ଡ୍ରଗ୍ ଉପରେ ରିସର୍ଚ କରି ଦେଖାଯିବ ଭାଇରସ୍େ ର । କ ି ବ । େ ର ସହାୟକ କି ନୁହେଁ ।
