Odisha news

କୌନ୍ ବନେଗା କାରୋଡ଼ପତି ପ୍ରଥମ ଦିନରେ ୨.୫ କୋଟି ଲୋକ ପଞ୍ଜୀକୃତ କଲେ

0

ଲକଡାଉନ ସମୟରେ ” କୌନ୍ ବନେଗା କାରୋଡ଼ପତି”ନୂଆ ରେକର୍ଡ କରିଛି ଚ୍ୟାନେଲ ସୂତ୍ର ରୁ ଜଣା ପଡିଛି ଯେ ଏହି ଶୋ ରେ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ୨-୩ ଗୁଣ ନୁହେଁ ତା ଠାରୁ ଅଧିକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପଞ୍ଜୀକୃତ କରିଛନ୍ତି l ଲକଡାଉନ ଚାଲିଥିବାରୁ ଏହି ଶୋ ର ସମସ୍ତ ନିୟମ ଅନ ଲାଇନ ରେ କରାଯାଉଛି l

ଶୋ ର ହୋଷ୍ଟ ଅମିତାଭ ବଚନ ପ୍ରତ୍ୟକଦିନ ଦର୍ଶକ ମାନଙ୍କୁ ଗୋଟିଏ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ଯାହାର ଉତ୍ତର ଦର୍ଶକ ମାନେ SMS ଜରିଆରେ କିମ୍ବା ଅନଲାଇନ ମାଧ୍ୟମରେ ଦେଇ ପାରିବେ l ଏବେ ସୋନି ଲିଭ୍‌ ର ପୋଗ୍ରାମିଙ୍ଗ ହେଡ଼ କହିଛନ୍ତି ଯେ “ଲକଡାଉନ ଚାଲିଥିବା ବେଳେ KBC ର ପଞ୍ଜୀକୃତ ୩୬0 ପ୍ରତିଷେତ ବଢିଛି l ଏହା KBC ର ପ୍ରସିଦ୍ଧି ଅସର ଅଟେ l ଏହି ଥର KBC ଚୟନ ଅନଲାଇନ କରାଯାଇଛି l ”

ଚ୍ୟାନଲ ସୂତ୍ରରୁ ଏହା ମଧ୍ୟ ଜଣ ପଡିଛି ଯେ ପ୍ରଥମ ଦିନ୨.୫ କୋଟି ଦର୍ଶକ ଙ୍କୁ ଏଣ୍ଟ୍ରି ମିଳିଛି l KBC ରେ ପଞ୍ଜୀକୃତ କରିବା ପାଇଁ www.sonylive.com ରେ ଆବେଦନ କରି ପାରିବେ l

Leave A Reply