Odisha news

ଭାରତର ୧୦ଟି ମନ୍ଦିର, ଯାହାକି ବିଶ୍ୱ ଧରୋହର ରେ ପାଇଛି ସ୍ଥାନ

0

ଭାରତ ନିଜର ବିବିଧତା ପାଇଁ ସବୁଠି ଚର୍ଚାରେ, କେତେବେଳେ ନିଜର ସଂସ୍କୃତିକୁ ନେଇ ତ ଆଉ କେତେବେଳେ ନିଜର କଳା ଓ ପ୍ରତ୍ନତତ୍ୱ କୁ ନେଇ l ଏଭଳି ୧୦ଟି ମନ୍ଦିର ପୃଥିବୀରେ ରହିଛି ଯାହାକି ବିଶ୍ୱ ଧରୋହର ରେ ସ୍ଥାନ ପାଇଛି l

* ତାମିଲନାଡୁ ର ବୃହଦେଶ୍ଵର ମନ୍ଦିର, ଯାହାକି ୧୧ଶତାବ୍ଦୀ ରେ ନିର୍ମିତ l ଭଗବାନ ମହାଦେବ ଙ୍କୁ ସମର୍ପିତ ଏହି ମନ୍ଦିରଟି ନିଜର ଭବ୍ୟତା ଓ ବିସ୍ତୃତ ବାସ୍ତୁକଳା ପାଇଁ ପ୍ରସିଦ୍ଧ ଅଟେ l

* ମଧ୍ୟପ୍ରଦେଶ ରାଜ୍ୟର ଖଜୁରହୋ ମନ୍ଦିର , ଯାହାକି ଚାନ୍ଦେଲ ରାଜବଂଶ ଦ୍ୱାରା ନିର୍ମିତ ଅଟେ l ଏହି ମନ୍ଦିରଟି ଉଭୟ ହିନ୍ଦୁ ଓ ଜୈନ୍ୟ ଧର୍ମକୁ ପ୍ରତିନିଧିତ୍ବ କରିଥାଏ l

* ଓଡ଼ିଶାର କୋଣାର୍କ ମନ୍ଦିର , ଯାହାକି ୧୩ ଶତାବ୍ଦୀ ରେ ନିର୍ମିତ ହୋଇଥିଲା l ଏହି ମନ୍ଦିରଟି ଗୋଟିଏ ବିଶାଳ ଆକୃତିର ଏବଂ ସୂର୍ଯ୍ୟଦେବ ଙ୍କୁ ସମର୍ପିତ ଅଟେ l

* ରୁଦ୍ରେଶ୍ୱର ମନ୍ଦିର ଯାହାକି ଆସାମ ରେ ଅବସ୍ଥିତ ଅଟେ, ଏବଂ ଏହି ମନ୍ଦିରର ଆଉ ଗୋଟିଏ ନାମ ହେଉଛି ରାମପା ମନ୍ଦିର l ଏହି ମନ୍ଦିରଟି ୧୩ ଶତାବ୍ଦୀ ରେ ନିର୍ମିତ ହୋଇଥିଲା l

* ପଶ୍ଚିମ ବଙ୍ଗ ଉପକୂଳରେ ଅବସ୍ଥିତ ଅଟେ ଶୋର ମନ୍ଦିର, ଏହାକୁ ୮ମ ଶତାବ୍ଦୀ ରେ ନିର୍ମିତ ହୋଇଥିଲା ଏବଂ ନିଜର ବିଶେଷ ସୌଖିନ ମୂର୍ତି ପାଇଁ ଏହି ମନ୍ଦିର ବିଶ୍ୱ ପ୍ରସିଦ୍ଧ ଅଟେ l

* ବିରୁପାକ୍ଷ ମନ୍ଦିର ଯାହାକି କର୍ଣ୍ଣାଟକ ରେ ଅବସ୍ଥିତ ଅଟେ, ଏହି ମନ୍ଦିର ଟି ମହାଦେବ ଙ୍କୁ ସମର୍ପିତ l ଏବଂ ବିଜୟ ନଗର ସାମ୍ରାଜ୍ୟ ର ଏହା ଗୋଟିଏ ଅଂଶ ଅଟେ l

* ମଢେରl ସୂର୍ଯ୍ୟ ମନ୍ଦିର ୧୧ସତବାଦୀ ରେ ନିର୍ମିତ ହୋଇଥିଲା l ଏହି ମନ୍ଦିର ଟି ସୂର୍ଯ୍ୟକୁଣ୍ଡ ପାଇଁ ପ୍ରସିଦ୍ଧ ଅଟେ ଏବଂ ଯେଉଁଥିରେ ଦେବତା ମାନଙ୍କ ମୂର୍ତି ନିର୍ମିତ ହୋଇଥିଲା l

* ମହାବଳି ପୁରମ ଭାରତର ଗୋଟିଏ ପ୍ରସିଦ୍ଧ ସ୍ଥାନ ଅଟେ l ଏବଂ ଏହା ଗୋଟିଏ ଲୋକପ୍ରିୟ ସ୍ଥାନ l ଏଠାରେ ମନ୍ଦିର ଗୁଡିକ ରଥ ଆକୃତିରେ ନିର୍ମିତ ହୋଇଛି l

* ମହାରାଷ୍ଟ୍ର ସ୍ଥିତ ଏଲୋରା ଗୁମ୍ଫା ହିନ୍ଦୁ ବୌଦ୍ଧ ଏବଂ ଜୈନ୍ୟ ଧର୍ମର ଗୋଟିଏ ଅଦ୍ଭୁତ ସଙ୍ଗମ ଅଟେ l

* କର୍ଣ୍ଣାଟକ ର ହାଃମ୍ପି ଗୋଟିଏ ଐତିହାସିକ ସ୍ଥଳ ଅଟେ, ଯେଉଁଠି ଅନେକ ପ୍ରାଚୀନ ମନ୍ଦିର ଏବଂ ସରାଂଚନା ସାମିଲ ହୋଇଛି l

Leave A Reply