କଥାରେ ଅଛି ମା ନାହିଁ ଯାହାର ,ସାହା ନାହିଁ ତାହାର। ବାସ୍ତବ ଏ ଉକ୍ତି ର ଯଥାର୍ଥ୍ ତା ରହିଛି।ଜୀବନ ପଥରେ ଚାଲୁ ଚାଲୁ ଝୁଂଟି ପଡିଲେ ,ସ୍ଵତ୍ ପ୍ରବୁତ୍ ଭାବେ ଯେଉଁ ଶବ୍ଦ ଟି ତୁଣ୍ଡ ରୁ ବାହାରି ଆସେ ,ସେଇ ଶବ୍ଦ ଟି ଆଉ କିଛି ନୁହେଁ ” ମା “। ସନ୍ତାନ ର ଦୁଃଖ ସୁଖ ରେ ,ହାନି ଲାଭ ରେ ,ଭଲ ମନ୍ଦ୍ଦ୍ ରେ,ହସ କାନ୍ଦ ରେ ଯିଏ ନିଃସର୍ତ୍ ଭାବେ ସହଭଗିତା ହୋଇଥାଏ ସେ ହେଉଛି ” ମା “। ତାର ଭଲ ପାଇବାରେ ନ୍ ଥାଏ ଟିକିଏ ଛ ଲ୍ ନା କି କିଛି ପାଇବାର ଲାଳସା। ଦଶ ମାସ ଦଶ ଦିନ ଗର୍ଭ ରେ ଧରି ତା ସନ୍ତାନ କୁ ,ପରିସେସ୍ ରେ ଭୂମିଷ୍ଟ କରୈଥଏ ତାକୁ। ତାକୁ ବଡ଼ କରାଏ।ହାତ ଧରି ଚାଲି ବା ଶିଖାଏ। ମା ର୍ ପଣତ କାନି ତା ସନ୍ତାନ ପାଇଁ ସୁରକ୍ଷା କବଚ୍ କହିଲେ ଚଲେ। ମା ହେଉଛି ତା ସନ୍ତାନ ପାଇଁ ଆଦ୍ୟ ଗୁରୁ। ମା ହେଉଛି ତା ସନ୍ତାନ ପାଇଁ କଲ୍ୟାଣ କାରି,ଶୁଭା ଙ୍କାଖି,। କଥାରେ ବାପା ଥିଲା ପୁଅ ସଭାରେ ହାରି ନ୍ ଥାଏ ,କିନ୍ତୁ ମା ଥିଲା ପୁଅ ଦୁନିଆ ରେ କୌଣସି ସ୍ଥାନ ରେ ହାରି ନ୍ ଥାଏ।
ମା ଡାକ ରୁ ଦିବ୍ୟ ଦ୍ୟୁତ୍ ର ସ୍ଫୁରନ୍ ହୋଇଥାଏ। ସବୁ କିଛି ଶୁଭ ହିଁ ଶୁଭ ତା ପାଇଁ। ମା ଶବ୍ଦ ର ବିକଳ୍ପ ନାହିଁ।ତାରି ସ୍ଥାନ କେହିବି ନେଇ ପାରିବେ ନାହିଁ। ଜନ୍ମିତ୍ ଶିଶୁଟି ପ୍ରଥମେ ତାର ମା କୁ ଚିହ୍ନି ଥାଏ। ସେ ଅନ୍ୟ ମାନଙ୍କ ସହ ପରିଚିତ୍ କରାଇ ଥାଏ ତାର ଶିଶୁ କୁ ଯଥା – ଏଇ ତୋର ବାପା,ଦାଦା,ପିଉସୀ,ଜେଜେ ବାପା,ଜେଜେ ମା ଇତ୍ୟାଦି ଇତ୍ୟାଦି । ମାତ୍ରୁତ୍ଵ୍ ର ପ୍ରତିବେଦନ୍ ସର୍ବତ୍ର୍ ଗ୍ରହଣୀୟ,ସ୍ପ୍ରୁହନିୟ୍,।ମା ଏକ ନାରୀ ନୁହଁ।ସେ ହେଉଛନ୍ତି ସମଗ୍ର୍ ମାନବ ଜାତିର ନମସ୍ୟ୍।ତାର ମତ୍ରୁତ୍ଵ୍ ଏକ ବ୍ୟକ୍ତି ସୃଷ୍ଟି କାରି ନୁହେଁ,ବିଶ୍ୱ ସୃଷ୍ଟି ର ପରାକାଷ୍ଠା। ଦୟା,କ୍ଷମା,ସହନ୍ ସିଲତା,ସେବା ତ୍ୟାଗ ର ଏକ ଜୀବନ୍ତ ମୁର୍ତ୍ତି ମନ୍ତ୍ ପ୍ରତୀକ ହେଉଛି ” ମା “। ସନ୍ତାନ ର ମଙ୍ଗଳ ପାଇଁ ଟି ନିଃ ସ୍ୱାର୍ଥ,ନିସ୍କାମ୍ କର୍ମ ଅବିସ୍ମରନିୟ୍। କେବଳ ଜନ୍ମ କରିଥିବା ଶିଶୁ କୁ ନୁହଁ ଯେ ସମସ୍ତ ଶିଶୁ କୁ ନିଜର ବୋଲି ମଣି ଥାଏ ସେ ହେଉଛି ” ମା ” ।
ମା ତାର ସନ୍ତାନ କୁ ଗୋଟିଏ ଭଲ ମଣିଷ ହୋଇ ଠିଆ ହେବ ପାଇଁ ଯାହା ଯାହା ଦରକାର ତାକୁ ଯୋଗାଇ ଦେଇଥାଏ। ହେଲେ ପରିତାପ୍ ର ବିଷୟ ଏହି ଯେ ପରିଣତ ବୟସ ରେ ସେଇ ସନ୍ତାନ ମା କୁ ହେୟ ମଣି ଥାଏ ଏବଂ ପଚାରି ନ୍ ଥାଏ। ବିଭିନ୍ନ ପ୍ରକାର ଗଲା ମାଳିଆ ପରିସ୍ଥିତ୍ ଦେଖଦେଇଥାଏ।ଏକା ଛ ଆ ତ୍ ତଳେ ରହିଥିଲେ ବି ମା ଅଲଗା ଗୋଟିଏ ଚୁଲି ରେ ରୋଷେଇ କରି ଖାଇ ବାର ଦେଖିବାକୁ ମିଳେ। ଏମିତି ବି ଦେଖାଯାଏ ମା ଏ ପୁଅ ପାଖରେ ମାସେ ତ ସେ ପୁଅ ପାଖରେ ମାସେ। କାହିଁ ସେଇ ସନ୍ତାନ ମାନଙ୍କୁ ସେଇ ମା ଜନ୍ମ ଦେଲା ବେଳେ ଏପରି ହିନ୍ ମାନ୍ୟତା ନେଇ କାର୍ଯ୍ୟ କରି ନ୍ ଥିଲା ତ। ବିଶେଷ କରି ସହର ରହୁଥିବା ଆଭିଜାତ୍ୟ୍ ପରିବାର ମାନଙ୍କରେ ଏଇ ସବୁ ସମସ୍ୟା ଦେଖଦିଏ।ମା କୁ ଘରୁ ବାହାର କରିଦେବା,ନିର୍ୟତନା ଦେବା, ଭଳି କାରୁନ୍ୟ୍ ଚିତ୍ର୍ ମନ ଦେଖିବାକୁ ମିଳେ। ଏପରି ବି ଦେଖା ଯାଇଛି।ଯେ ବଞ୍ଚି ଥିଲା ବେଳେ ଯେଉଁ ମା କୁ ଭାତ ମୁଠାଏ ଡେଇଁ ଥିବା ପୁଅ,ବୋହୁ ସେ ମରିଗଲା ପରେ ଅର୍ଥାତ ବାପା ମା ଙ୍କ ଲୁହ ର କାରଣ ହୋଇ ଥିବା ପୁଅ ବୋହୁ ସେଇ ମା ବାପାର ସ୍ୱର୍ଗ ପ୍ରାପ୍ତି ନିମନ୍ତେ କେତେ କଣ ଭଳି କି ଭଳି ମେନୁ କରି ଗଙ୍ଗା ରେ ଅସ୍ଥି ବିସର୍ଜନ କରିବା ସହ ଆଡମ୍ବର ସହକାରେ ସ୍ରାଦ୍ଧ୍ ଇତ୍ୟାଦି କରିଥାନ୍ତି। ଧୁମ ଧାମ ରେ ଭୋଜି ଭାତ କରି ସାଙ୍ଗ ସାଥି ଙ୍କୁ ଡାକି ଅୟେସ୍ କରିଥାନ୍ତି ,ସତେ ଯେମିତି ବାହା ଘର !
ଏଇ ଭଳିଆ ପୁଅ ବୋହୁ ମନେ ରଖିବା କଥା ଯେ ସେମାନେ ମଧ୍ୟ ବାପା ମା ହୋଇଛନ୍ତି ଆଉ ଦିନେ ବ୍ରୁଦ୍ଧ୍ ବ୍ରୁଦ୍ଧା ହେବେ।ସେମାନଙ୍କ ର୍ ସନ୍ତାନ ସନ୍ତତି ସେମାନଙ୍କ ପ୍ରତି ଏପରି ବ୍ୟବହାର ନ୍ କରିବେ ବୋଲି କିଏ କହିବ? ଏଇ ତ୍ ପରମ୍ପରା। ଏଣୁ ଯାହା ସବୁ କରୁଛେ ଭାବି ଚିନ୍ତି କଲେ ବିପଦ ଭବିଷ୍ୟତ ଯେପରି ନ୍ ପଡେ। ମା ର ସ୍ଥାନ ମମି ନେଇ ପାରିବ ନାହିଁ। ଏଣୁ ପାସ୍ଛାତ୍ୟ୍ ସଭ୍ୟତା ପଛରେ ନ୍ ପଡି ମା ଓ ବାପା ର ପରିଣତ ବୟସ ରେ ସେମାନଙ୍କର ଉଚିତ ଭାବେ ଦେଖା ଶୁଣ କରଜିବା ବାଞ୍ଚ୍ଛନିୟ୍।
ପ୍ରତାପ ଚନ୍ଦ୍ର ସାହୁ
