Odisha news

ଭାରତ ନିର୍ବାଚନ ଆୟୋଗଙ୍କ ଙ୍କ ସଂକେତ ଆସନ୍ତା ବର୍ଷ ଭୋଟ ପରିଚୟ ପତ୍ର ବଦଳରେ ଡିଜିଟାଲ ଭୋଟ ପରିଚୟର ବ୍ୟବହାର ହେବ

0

ଭାରତ ନିର୍ବାଚନ ଆୟୋଗଙ୍କ ଙ୍କ ସଂକେତ ଆସନ୍ତା ବର୍ଷ ଭୋଟ ପରିଚୟ ପତ୍ର ବଦଳରେ ଡିଜିଟାଲ ଭୋଟ ପରିଚୟର ବ୍ୟବହାର ହେବ lଭାରତ ନିର୍ବାଚନ ଆୟୋଗଙ୍କ ସଂକେତ ଆସନ୍ତା ବର୍ଷ ହବାକୁ ଥିବା ପାଞ୍ଚଟି ବିଧାନ ସଭା ନିର୍ବାଚନ ପାଇଁ ଭୋଟର ID ବଦଳରେ ଡିଜିଟାଲ ଭୋଟର  ID ବ୍ୟବହାର ହେବ l ଏହି ଭୋଟର କାର୍ଡରେ  ଆଧାର କାର୍ଡ ଭଳି ସମ୍ପୃକ୍ତ ଭୋଟରଙ୍କ ପୁରା ବିବରଣୀ ରହିବ l ଭାରତ ନିର୍ବାଚନ ଆୟୋଗ ଏହି ଭୋଟର ID  ଡିଜିଟାଲ କରିବା ବିଷୟରେ ଗମ୍ଭିରତାର  ସହ ଚିନ୍ତା କରୁଛନ୍ତି l

ଭୋଟର ID ଡିଜିଟାଲ ହେବାଦ୍ଵାରା  ଗୋଟିଏ ରାଜ୍ୟର ବ୍ୟକ୍ତି ଅନ୍ୟ ରାଜ୍ୟରେ ରହୁଥିଲେ ଭୋତରୁ ବଞ୍ଚିତ ହେବେନାହିଁ l ଏହା ହେବାଦ୍ଵାରା  ଯେଉଁ ଗାଁ ଗହଳି ଲୋକ ମାନେ ଅନ୍ୟ ରାଜ୍ୟ ମାନଙ୍କରେ  ରହୁଥିଲେ ସେମାନେ ଭୋଟ ଦେବାର ସୁବିଧା ପାଇ ପାରିବେ l ଭୋଟର ID ଡାଉନ ଲୋଡ଼  ସୁବିଧା ଆରମ୍ଭ ହେବା ମାତ୍ରେ  ଜଣେ ଭାରତୀୟ ନାଗରିକ ଦେଶର ଯେକୌଣସି ଜାଗାରେ  ଭୋଟ ଦେଏ ପାରିବେ l

ଭୋଟର ID ଡିଜିଟାଲ ହେବାଦ୍ଵାରା ଏହାକୁ ମୋବlଇଲରେ ଡାଉନ ଲୋଡ କରି ରଖିପାରିବେ ଓ ଏହାକୁ ମତଦାନ ଦେଲାବେଲେ  ଭୋଟ  ଦେବା ପାଇଁ ବ୍ୟବହାର କରି ପାରିବେ l

କଣ ଡିଜିଟାଲ ଭୋଟର ID ପାଇଁ KYC ଦରକାର ହେବକି ?

ଡିଜିଟାଲ  ଭୋଟର ID ପାଇଁ KYC ଅତ୍ୟନ୍ତ ଆବଶ୍ୟକ l ବର୍ତମାନ ଯେଉଁମାନଙ୍କର ଭୋଟର କାର୍ଡ ଅଛି ସେମାନେ “ଭୋଟର ହେଲ୍ପ ଆପ ” ଡାଉନ ଲୋଡ କରି KYC ଫର୍ମ ପୁରାଣ କରିବାକୁ ପଡିବ ଏବଂ ଏହାଦ୍ୱାର ଆପଣମାନେ ଡିଜିଟାଲ ଭୋଟର ID ସୁବିଧା ପାଇ ପାରିବେ ଓ ଅନ ଲାଇନ ଭୋଟର ID ଡାଉନ ଲୋଡ଼ କରିବାର ସୁବିଧା ମଧ୍ୟ ପାଇ ପାରିବେ l

କଣ ଯେଉଁ ଭାରତୀୟ ବିଦେଶରେ ରହୁଛନ୍ତି ସେମାନେ ଏହି ସୁବିଧା ପାଇପାରିବେ କି ? 

ବର୍ତମାନ ଯେଉଁ ଭାରତୀୟ ମାନେ ବିଦେଶରେ ରହୁଛନ୍ତି ସେମାନେ ନିଜର ମତଦାନ ସାବ୍ୟସ୍ତ କରି ପାରୁନାହାନ୍ତି କିନ୍ତୁ ଡିଜିଟାଲ ଭୋଟର ID  କାର୍ଡ ସୁବିଧା ଆରମ୍ଭ ହେବ ମାତ୍ରେ ସେମାନେ ତାଙ୍କର ମତଦାନ ସାବ୍ୟସ୍ତ କରିପାରିବେ l

ଭାରତ ନିର୍ବାଚନ ଆୟୋଗଙ୍କ ସଂକେତ ଅନୁସାରେ ଏହି ଡିଜିଟାଲ କାର୍ଡ ଆସନ୍ତା ବର୍ଷ ହେବାକୁଥିବା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ପରେ l

 

 

 

 

Leave A Reply