Odisha news

କାର୍ତିକ ମାସରେ ତୁଳସୀ ପୂଜନର ବିଧି ଏବଂ ମହତ୍ୱ

0

କାର୍ତିକ ମାସ ହେଉଛି ହିନ୍ଦୁ କ୍ୟାଲେଣ୍ଡର ର ଅଷ୍ଟମ ମାସ, ଯାହା ଭଗବାନ ବିଷ୍ନୁ ଙ୍କୁ ସମର୍ପିତ,ଏହି ସମୟରେ ସ୍ନାନ, ଦାନ ଏବଂ ତୁଳସୀ ପୂଜା କରିବାର ବିଶେଷ ମହତ୍ୱ ରହିଥାଏ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ l ଏହି ମାସରେ ଦୀପାବଳୀ , ଗୋବର୍ଧନ ପୂଜା, ଧନତେରଶ ଏବଂ ତୁଳସୀ ବିବାହ ଭଳି ଅନେକ ମହତ୍ଵପୁର୍ଣ ପର୍ବ ରହିଛି l

କାର୍ତିକ ମାସରେ ତୁଳସୀ ପୂଜନ କାହିଁକି କରାଯାଇଥାଏ ?

ଏହି ମାସ ମୁଖ୍ୟ ଭାବରେ ପ୍ରଭୁ ଶ୍ରୀହରି ଙ୍କ ଉପାସନା କରାଯାଇଥାଏ l ଏହା ସହିତ ତୁଳସୀ ପୂଜନ ର ବିଶେଷ ମହତ୍ୱ ରହିଥାଏ, ମାନ୍ୟତା ରହିଛି ଯେ କାର୍ତିକ ମାସରେ ପବିତ୍ର ନଦୀରେ ସ୍ନାନ ଏବଂ ଦାନର ସାଧକ ଙ୍କ ଜୀବନ ଉପରେ ବିଶେଷ କୃପା ପ୍ରାପ୍ତ ହୋଇଥାଏ l

ଏହି ମାସରେ ଅଁଳା ବୃକ୍ଷ କୁ ପୂଜା କରିବା ଦ୍ୱାରା ଶ୍ରୀହରୀ ଙ୍କ କୃପା ପ୍ରାପ୍ତ ହୋଇଥାଏ l ଏହାଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ l

* କାର୍ତିକ ମାସରେ ତୁଳସୀ ପୂଜନ ପାଇଁ ତୁଳସୀଙ୍କ ଚଉଁରା କୁ ସଜାଇବା ଦ୍ୱାରା ନାରୀ ମାନଙ୍କର ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ଏବଂ ଏହି ମାସରେ ତୁଳସୀଙ୍କୁ ସଂଖା ,ବସ୍ତ୍ର ଏବଂ ସିନ୍ଦୁର ଅର୍ପଣ କରାଯାଇଥାଏ l

* ତୁଳସୀ ବୃକ୍ଷ କୁ ହଳଦିଆ ଏବଂ ନାଲି ବସ୍ତ୍ର ପିନ୍ଧିବା ଜରୁରୀ, ଫୁଲ, ହଳଦୀ ଏବଂ ଦୁବ ଇତ୍ୟାଦି ନିୟମିତ ଅର୍ପଣ କରିବା ଜରୁରୀ l ଏପରି କଲେ ଗୃହକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

* କାର୍ତିକ ମାସରେ ତୁଳସୀ ଙ୍କ ନିକଟରେ ଦୀପ ଅର୍ପଣ କରନ୍ତୁ, ଏବଂ ଦୀପ ରେ ସାମାନ୍ୟ ରାଶି ପକାନ୍ତୁ, ରାଶି ଯଦି ଜଳିଥାଏ ତେବେ କଷ୍ଟ ର ନାଶ ହୋଇଥାଏ l ଏବଂ ପୂଜନ ପରେ ନିହାତି ତୁଳସୀ ବୃକ୍ଷକୁ ପରିକ୍ରମା କରନ୍ତୁ l  ଏପରି କଲେ ଶ୍ରୀହରି ଙ୍କ କୃପା ପ୍ରାପ୍ତ ହୋଇଥାଏ l

Leave A Reply