Odisha news

ବିଭିନ୍ନ ସଙ୍ଗଠନ ପକ୍ଷରୁ ତିହିଡିରେ ବନ୍ଦ ପାଳନ

0

ତିହିଡି (Jadumani Panigrahi): ସରକାରଙ୍କ ନୂତନ କୃଷି ନୀତିକୁ ବିରୋଧ କରି ଆଜି ତିହିଡିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ସରୋଜ ଦାସଙ୍କ ନେତୃତ୍ୱରେ ସମିତିସଭ୍ୟ ଉଦ୍ଧବ ନାୟକ, ଦିଲୀପ ବିଶ୍ୱାଳ, ବେଣୁଧର ଦାସ, ମୀନକେତନ ସେନାପତି, ଭାସ୍କର ନାଥ, ଶିବପ୍ରସାଦ ନାୟକ ଓ ହରିହର ମଳିକ, ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସଂଯୋଜକ ଗଗନ ବିହାରୀ ମହାନ୍ତିଙ୍କ ନେତୃତ୍ୱରେ ଜୟପ୍ରକାଶ ମଲିକ, ବାଇଧର ସାହୁ, ପି,ହୃଷିକେଶ, ଅକ୍ଷୟ ନାୟକ ଓ ଜଗବନ୍ଧୁ ପୁହାଣ, ସିପିଆଇ(ଏମ୍) ପକ୍ଷରୁ ବିଷ୍ଣୁ ଦାସଙ୍କ ନେତୃତ୍ୱରେ ପ୍ରଫୁଲ ପାଢୀ, ନାରାୟଣ ଦାଶ, ନିର୍ମଳ ଚନ୍ଦ୍ର ଦଳେଇ, କୃଷ୍ଣଚନ୍ଦ୍ର ମଳିକ, ହରିହର ମହାଳିକ, ଭାଗବତ ସେନାପତି ଓ ପୀତାମ୍ବର ମହାଳିକ ପ୍ରମୁଖ ବନ୍ଦ ପାଳନ କରିଥିଲେ ।

Leave A Reply