ଠାକୁରମୁଣ୍ଡା-୧୯/୧ : ବିଶ୍ବ ଓଡ଼ିଆ ସମ୍ମିଳନୀ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟସରକାରଙ୍କର ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଓ ଆଲୋଚନା କାର୍ଯ୍ୟକ୍ରମ ଠାକୁରମୁଣ୍ଡା ମା ବାସୁଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଉଦଯାପିତ ହୋଇ ଯାଇଛି ।
ମା ବାସୁଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ସଭାପତିତ୍ବ ରେ ପ୍ରବଚକ ତଥାଶ୍ରୀ ଜଗନ୍ନାଥ ସଂସ୍କୃତି ଵିଶ।ରଦ ପଣ୍ଡିତ ଦୟାନିଧି ଦାଶ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ । ନୋଡାଲ ଅଫିସର ଅଧ୍ୟାପକ ଲଲାଟେନ୍ଦୁମହାନ୍ତ କାର୍ଯ୍ୟକ୍ରମ ର ପ୍ରାରମ୍ଭିକ ସୂଚନା ଦେଇଥିଲେ ଅଧ୍ୟାପକ ବସନ୍ତକୁମାରଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ,ଅଧ୍ୟାପକ ବିଜୟ ପଣ୍ଡା,ଅଧ୍ୟାପକ ବିରଞ୍ଚିନାରାୟଣ ମହାନ୍ତ, ଅଧ୍ୟାପକ ଜଳଧରରାଉତ,ଅଧ୍ୟାପକ ମନୋଜ ନାୟକ,ଅଧ୍ୟାପକ ଦେବେନ୍ଦ୍ର ପଣ୍ଡା, ଅଧ୍ୟାପକ ରମେଶ ଦାସ, ଅଧ୍ୟାପକ ପବିତ୍ର ଦାସ, ଅଧ୍ୟାପିକା ସ୍ବାତୀପ୍ରଜ୍ଞା ମହାନ୍ତ, ଗ୍ରନ୍ଥାଗାର ଉପାଧ୍ୟକ୍ଷ ସୁବାଶ ଚନ୍ଦ୍ର ଶତପଥୀ,ବାସୁଦେବ ନାଏକ, ମାନସ ମିଶ୍ର ଓ ଖେଳ ଶିକ୍ଷକ କାନ୍ଦ୍ରୁ ପାତ୍ର,ବଡ଼ବାବୁ ତୁଳସୀରାମ ମହାନ୍ତ, କର୍ମଚାରୀ ରଞ୍ଜନ କୁମାର ବେହେରା, ସୁଭରଞ୍ଜନ ପଟ୍ଟନାୟକ,ଲକ୍ଷ୍ମଣ ମହାନ୍ତ, ଦେହୁରୀ ସିଂ ସୁଣ୍ତି,ଅମ୍ରିତ ମହାନ୍ତ, ଭାଗିରଥି ମହାନ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଅଧ୍ୟକ୍ଷ ଉପେନ୍ଦ୍ର ପ୍ରସାଦ ମହାନ୍ତି ଶେଷରେ ସମସ୍ତକ୍ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ।