Odisha news

ଏଟିଏମରୁ ୧ଲକ୍ଷ ୬୦ହଜାର ଗାଏବ୍ : ଥାନାରେ ଏତଲା

0

ତାଳଚେର ତା ୨୮/୧୧ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମର କୋଇଲାଖଣି କର୍ମଚାରୀ ବିଜୟ କୁମାର ସାହୁ (୫୫) ଭରତପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଥିବା ଏକାଂଉଟ ନଂ – ୩୪୫୨୯୮୭୪୨୫୧ରୁ ୧୦/୧୦/୨୦୨୨ ତାରିଖ ଠାରୁ ୧୫/୧୦/୨୦୨୨ ମଧ୍ୟରେ ୧ଲକ୍ଷ ୬୦ହଜାର ଟଙ୍କା କୌଣସି ଦୃର୍ବୁତ କୌଶଳକ୍ରମେ ଭିନ୍ନ ଭିନ୍ନ ସମୟରେ ୧୮ଥରରେ ଉଠାଇ ନେଇଛି ।  ଏହା ଜାଣିବାପରେ ଶ୍ରୀ ସାହୁ କୋଲିୟରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ କିପରି ଓ କିଏ ଏତେ ଗୁଡ଼ାଏ ଟଙ୍କା ଷ୍ଟେଟ୍‌ବ୍ୟାଙ୍କରୁ ଉଠାଇନେଲା ସେନେଇ ବ୍ୟାଙ୍କ ଓ ପୋଲିସ୍ ତଦନ୍ତ ଚଳାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଦୃର୍ବୁତମାନଙ୍କର ଟେର୍ ପାଇନି ପୋଲିସ୍ ।

Leave A Reply