ମସଜିଦ୍ ଓ ଇଦ୍ଗା ସ୍ଥଳରେ ୧୪୪ ଧାରା ଜାରି
ଯାଜପୁର : ମହାମାରୀ କରୋନାକୁ ପ୍ରତିହତ କରିବାକୁ ସବୁସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି । ରାଜ୍ୟ ସରକାର ମହାମାରୀ ବିପର୍ଯ୍ୟୟ ଆଇନ ୧୮୯୭ ଧାରା ୨, ୩ ଓ ୪ ଆଧାରରେ ଓଡ଼ିଶା କୋଭିଡ୍-୧୯ ନିୟମ ୨୦୨୦ ଲାଗୁକରିବା ସହ ଜାତୀୟ…
Read More...
Read More...