ମୟୂରଭଞ୍ଜରେ ୯ କରୋନା ପଜିଟିଭ୍, ଜିଲ୍ଲାରେ କରୋନା ସଂଖ୍ୟା ୯୨ ଛୁଇଁଲା
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ପୁଣି ୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୯୨କୁ ଛୁଇଁଛି । ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଉଥିବାନେଇ ଜିଲ୍ଲାବାସୀ ଭୟଭୀତ…
Read More...
Read More...