ସ୍ୱତନ୍ତ୍ର ପାଳ ଛତୁ ଚାଷ Sakala Khabar May 24, 2022 0 ପାଳ ଛତୁ ସାଧାରଣତଃ ଗରମ ଦିନରେ ଚାଷ କରାଯାଏ । ଏଣୁ ଚାଷର ଉପଯୁକ୍ତ ସମୟ ହେଲା ମାର୍ଚ୍ଚ ମାସ (ଫଗୁଣ ମାସ) ଠାରୁ ଅକେଫାବର (ଆଶ୍ୱିନ ମାସ) ପର୍ଯ୍ୟନ୍ତ । କିନ୍ତୁ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କୋରାପୁଟ ଇତ୍ୟାଦି… Read More...
ସ୍ୱତନ୍ତ୍ର ବୈଜ୍ଞାନିକ ପଦ୍ଧତିରେ ଅମୃତଭଣ୍ଡା ଚାଷ Sakala Khabar May 23, 2022 0 ଅମୃତଭଣ୍ଡା ଗୋଟିଏ ଅଧିକ ଅମଳକ୍ଷମ ତଥା ସହଜ ଅର୍ଥକାରୀ ଫସଲ । ଏହା ବିଭିନ୍ନ ପ୍ରକାର ମାଟି ଏବଂ ଜଳବାୟୁରେ ସହଜ ଭାବରେ ଚାଷ କରାଯାଇ ପାରେ । କଞ୍ଚା ଅମୃତଭଣ୍ଡାକୁ ପରିବା ଭାବରେ ବ୍ୟବହାର କରାଯାଉଥିବାବେଳେ ପାଚିଲା ଫଳକୁ… Read More...
ସ୍ୱତନ୍ତ୍ର ବୈଜ୍ଞାନିକ ପଦ୍ଧତିରେ କଦଳୀ ଚାଷ Sakala Khabar May 22, 2022 0 ମନୁଷ୍ୟ କଦଳୀକୁ ଆଦିମ କାଳରୁ ଜାଣିଛି ଏବଂ କଦଳୀ ଚାଷ ମଧ୍ୟ ବହୁ ପୁରୁଣା କାଳରୁ କରିଆସୁଅଛି । ଏହା ଉଷ୍ମ ଓ ଆର୍ଦ୍ର ଜଳବାୟୁ ଅଞ୍ଚଳରେ ଏକ ମୁଖ୍ୟ ଫଳ ଫସଲ । ଏହା ବହୁତ ପ୍ରକାର ଭିଟାମିନ୍ରେ ଭରପୂର । ଏଥିରେ ମୁଖ୍ୟତଃ… Read More...
ସ୍ୱତନ୍ତ୍ର ବ୍ୟବସାୟିକ ଭିତ୍ତିରେ ପୋଟଳ ଚାଷ Sakala Khabar May 21, 2022 0 ଲତା ଜାତିର ପରିବା ମଧ୍ୟରେ କଖାରୁ, ଜହ୍ନି, ଛଚିନ୍ଦ୍ରା, ପୋଟଳ, କଲରା, କାଙ୍କଡ, କୁନ୍ଦୁରି, ଲାଉ, ପାଣିକଖାରୁ, କାକୁଡି, ତରଭୁଜ, ଇତ୍ୟାଦି ଓଡିଶା ତଥା ଭାରତର ବିଭିନ୍ନ ଅଞ୍ଚଳରେ ଚାଷ କରାଯାଏ । ଏହି ଜାତୀୟ ପରିବା ମଧ୍ୟରେ… Read More...
ସ୍ୱତନ୍ତ୍ର ସଫଳ ଚାଷର ପ୍ରଥମ ସୋପାନ : ମାଟି ପରୀକ୍ଷା Sakala Khabar May 21, 2022 0 ବର୍ଷ ବର୍ଷ ଧରି ଅସନ୍ତୁଳିତ ସାର ପ୍ରୟୋଗ ଏବଂ ଫସଲର ଚାହିଦାଠାରୁ କମ୍ ସାର ପ୍ରୟୋଗ ଫଳରେ ଓଡ଼ିଶାର ପ୍ରାୟ ସମସ୍ତ ମାଟିରେ ମୁଖ୍ୟ ଖାଦ୍ୟସାରଗୁଡିକର ଅଭାବ ଦେଖାଗଲାଣି । ମାତ୍ର ଓଡିଶାର ଚାଷୀ ମୃତ୍ତିକା ପରୀକ୍ଷା ନକରି… Read More...
ସ୍ୱତନ୍ତ୍ର ଚିନାବାଦାମ ଚାଷ Sakala Khabar May 20, 2022 0 ଓଡ଼ିଶାର ଚାଷୀ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅଳ୍ପ ବହୁତେ ଚିନାବାଦମ ଚାଷ କରିଥାନ୍ତି । ଚିନାବାଦାମ ଏକ ଅର୍ଥକାରୀ ତୈଳବୀଜ ଫସଲ ଯାହାକି ଉଭୟ ଖରିଫ୍ ଏବଂ ରବି ଋତୁରେ ଚାଷ କରାଯାଇଥାଏ । କିନ୍ତୁ ଅନୁକୂଳ ପାଣିପାଗ ଏବଂ ଅଧିକ… Read More...
ସ୍ୱତନ୍ତ୍ର ଉନ୍ନତ ମକା ଚାଷ ପ୍ରଣାଳୀ Sakala Khabar May 19, 2022 0 ଓଡ଼ିଶାର ଅବିଭକ୍ତ କୋରାପୁଟ,ଗଞ୍ଜାମ, ମୟୁରଭଞ୍ଜ ଜିଲ୍ଲାମାନଙ୍କରେ ମୁଖ୍ୟତଃ ମକା ଚାଷ କରାଯାଇଥାଏ । ସାଧାରଣତଃ ମାଟି ଦୋରସା ଓ ନିଗିଡ଼ା ହୋଇଥିବା ଦରକାର । ବର୍ଷା ପାଣି ଜମି ରହିଲେ ମକା ଗଛ ଭଲ ବଢ଼ି ପାରେ ନାହିଁ, ମାଟିର ଜଳ… Read More...
Uncategorized ବୈଜ୍ଞାନିକ ପଦ୍ଧତିରେ ବାଇଗଣ ଚାଷ Sakala Khabar May 18, 2022 0 ବାଇଗଣ ଜନ୍ମ ଭାରତ ବର୍ଷରେ ହୋଇଛି । ଏହା ଏକ ଅତ୍ୟନ୍ତ ଲୋକପ୍ରିୟ ପରିବା । ଏହାର ଚାଷ ଅଧିକ ଉଚ୍ଚତା ବିଶିଷ୍ଟ ପାହାଡିଆ ସ୍ଥାନକୁ ଛାଡ଼ିଦେଲେ ଭାରତର ପ୍ରାୟ ସମସ୍ତ ଭାଗରେ ପ୍ରଧାନ ପରିବା ଫସଲ ହିସାବରେ ଚାଷ କରାଯାଏ ।… Read More...
ସ୍ୱତନ୍ତ୍ର ଉନ୍ନତ କପା ଚାଷ ପ୍ରଣାଳୀ Sakala Khabar May 17, 2022 0 ବିଭିନ୍ନ ଅର୍ଥକାରୀ ଫସଲଗୁଡ଼ିକ ମଧ୍ୟରେ କପା ଅନ୍ୟତମ । ଖରିଫ କପା ଚାଷକୁ ଲାଭଦାୟକ କରିବାକୁ ହେଲେ କେତେଗୁଡ଼ିଏ ବିଷୟ ପ୍ରତି ଧ୍ୟାନ ଦେବା ଦରକାର । ବିହନ କିସମ - MUଈ-୫, ବନ୍ନି, ତୁଳସୀ, ସବିତା, ଏଲ୍.କେ ୪୪, ଏଚ୍-୭୭୭ ।… Read More...
ସ୍ୱତନ୍ତ୍ର ଧାନ ଚାଷ Sakala Khabar May 16, 2022 0 ଓଡ଼ିଶାରେ ବର୍ଷାଧାର ଢିପଜମିରେ ଓ ବୃଷ୍ଟିପୁଷ୍ଟ ଖାଲ ଜମିରେ ବୁଣାଧାନ ହୋଇଥାଏ ଓ ଜଳସେଚିତ ମଧ୍ୟମ କିସମ ଜମିରେ ରୁଆ ଧାନ ହୋଇଥାଏ । ଢିପ ଜମିରେ ବର୍ଷାର ଅଭାବ ହେଲେ ଫସଲର ବ୍ୟାପକ କ୍ଷତି ହୋଇଥାଏ । ତେଣୁ ସେ ପ୍ରକାର ଜମିରେ… Read More...