ସତ୍ୟସାଇ ଆପାର୍ଟମେଣ୍ଟରେ ଫୁଟିଛି ଦୁର୍ଲଭ ଫୁଲ ବ୍ରହ୍ମକମଳ
ଭୁବନେଶ୍ୱର : ଲୁଇସ୍ ରୋଡ଼ ସ୍ଥିତ ସତ୍ୟସାଇ ଆପାର୍ଟମେଣ୍ଟରେ ଫୁଟିଛି ଦୁର୍ଲଭ ଫୁଲ "ବ୍ରହ୍ମକମଳ "l ସତ୍ୟସାଇ ଆପାର୍ଟମେଣ୍ଟରେ ରହୁଥିବା ଶ୍ରୀମତୀ ମିନତୀ ପଟ୍ଟନାୟକଙ୍କ ଘରେ ଫୁଟିଛି ଏହି ଦୁର୍ଲଭ ଫୁଲ l ସେ ବ୍ରହ୍ମକମଳ…
Read More...
Read More...