ରଣପୁର କୋର୍ଟ ପରିସରରୁ ବିରଳ ପେଚା ଉଦ୍ଧାର
ରଣପୁର-ସାରା ରାଜ୍ୟରେ ପେଚା ବଂଶ ଲୋପ ପାଇବାକୁ ବସିଥିଲା ବେଳେ ଗତକାଲି ସକାଳ ସମୟରେ ରଣପୁର କୋର୍ଟ ପରିସର ମୋହରିର୍ଖାନା ପାଖରେ ଏକ ବିରଳ ପେଚା ଉଦ୍ଧାର କରାଯାଇଥିବା ଜଣା ପଡିଛି । ଖବର ଅନୁସାରେ ପେଚାଟି ମହୋରିର୍ଖାନା…
Read More...
Read More...