ମାଡ଼ି ଆସୁଛି ପ୍ରବଳ ଶୀତ : ବର୍ଷା ଛାଡ଼ୁ ଛାଡ଼ୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ, ପୂରା ଓଡ଼ିଶା ଜାଡ଼ରେ ଥରିବ
ଭୁବନେଶ୍ବର : ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ପରେ ଆଜି ଛାଡ଼ି ଯାଇଛି। ରବିବାର ସକାଳ ପର୍ଯ୍ୟନ୍ତ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ହେଲେ ବର୍ଷା ଛାଡ଼ୁ ଛାଡ଼ୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ।…
Read More...
Read More...