ରିଜର୍ଭ ବ୍ୟାଙ୍କ ଉନ୍ମୋଚନ କଲା ନୂଆ ମୋବାଇଲ ଆପ୍-‘ମନି’, ଦୃଷ୍ଟିହୀନମାନେ ସହଜରେ ବ୍ୟାଙ୍କ ନୋଟ ଚିହ୍ନିପାରିବେ
ମୁମ୍ବାଇ : ଏବେ ଦୃଷ୍ଟିହୀନ ଲୋକମାନଙ୍କୁ ବ୍ୟାଙ୍କନୋଟ ଚିହ୍ନିବାରେ କୌଣସି ସମସ୍ୟା ହେବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି । ଏହାର ନାଁ ହେଉଛି ମନି ବା…
Read More...
Read More...