ଘରର ଛାତ ଉପରେ ଆମ୍ବ ଚାଷ
କିଛି ଲୋକ ଘରର ଛାତ ଓ ବାଲକୋନିରେ କିଚନ୍ ଗାର୍ଡନ୍ କରିଥାନ୍ତି । ହେଲେ ଏର୍ନାକୁଲମରେ ରହୁଥିବା ଜୋସେଫ୍ ଫ୍ରାନ୍ସିସ୍ (୬୨) ଛାତକୁ ‘ଆମ୍ବ ବଗିଚା’ରେ ପରିଣତ କରିଛନ୍ତି । ସେ ଛାତ ଉପରେ ୪୦ କିସମର ଆମ୍ବ ଚାଷ କରିଛନ୍ତି ।…
Read More...
Read More...