ଗଞ୍ଜାମ ଜିଲ୍ଲାର ୩୩ ଶ୍ରମିକ ଲକ୍ଷାଧିକ ଟଙ୍କାରେ ଡଙ୍ଗା ଭଡ଼ା କରି ଜଳପଥରେ ଚେନ୍ନାଇରୁ ଘରକୁ ଫେରୁଛନ୍ତି
ବ୍ରହ୍ମପୁର: କରୋନା ଭାଇରସକୁ ମୁକାବିଲା କରିବା ଲାଗି ସାରା ଦେଶ ଏବେ ଲକ୍ ଡାଉନ । ଏଭଳି ସ୍ଥିତିରେ ଯେଉଁ ବ୍ୟକ୍ତି ଯେଉଁଠି ଅଛନ୍ତି ସେ ସେଇଠି ରହିବା ଲାଗି କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ…
Read More...
Read More...