ଅଯୋଧ୍ୟା: ଭୂମିପୂଜା ମୁହୂର୍ତ୍ତ ମାତ୍ର ୩୨ ସେକେଣ୍ଡ୍
ପୂରା ଦେଶ ଅଗଷ୍ଟ ୫ରେ ରାମ ମନ୍ଦିର ଭୂମି ପୂଜାକୁ ଚାହିଁ ବସିଛି । ଏ ପାଇଁ ଅଯୋଧ୍ୟା ନଗରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ ୩-୫ ଦୀପାବଳି ପାଳିବାକୁ ଆଦେଶ ଦେଇଛନ୍ତି…
Read More...
Read More...