Odisha news

ସୋର ନୂଆପ୍ରୟାସ ଓ ଜେକେ ଫାଉଣ୍ଡେସନ୍ ତରଫରୁ ବୃକ୍ଷରୋପଣ

0

ସୋର, ୧୬/୮ :ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆପ୍ରୟାସ ସ୍ୱେଚ୍ଛାସେବୀ ସଂଗଠନ ତର‘ରୁ ଅଗଷ୍ଟ ପନ୍ଧର ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତରେ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ପତାକା ଉତ୍ତୋଳନ କରାଯାଇ ସମସ୍ୟ ସଦସ୍ୟାମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ କିଶମର ଔଷଧୀୟ ଏବଂ ‘ଳ ଗଛ ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସଭାପତି ଜ୍ୟୋତି ରଂଜନ ଜେନା, ପୂର୍ବତନ ସରପଞ୍ଚ ଯୋଗେନ୍ଦ୍ର ଜେନା, ସମିତି ସଭ୍ୟ ନାରାୟଣ ପ୍ରସାଦ ବେହେରା, ସୁନୀଲ ରଂଜନ ବିଶ୍ୱାଳ, ମହେଶ୍ୱର ବେହେରା, ବନଅଧିକାରିଣୀ ସୁରମାମଞ୍ଜରୀ ଦାସ, ସୁଜିତ ଗିରି, ନରେନ୍ଦ୍ର ସାମନ୍ତରାୟ, ପ୍ରଭାତ ସାହୁ, ଯଦୁନନ୍ଦନ ରାଉତ, ତପନ ମହାନ୍ତି, ସୁଶାନ୍ତ ଦୀକ୍ଷିତ ଏବଂ ବନଶ୍ରୀ ପାଠାଗାରର ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ ।

ସେହିପରି ସୋର ପୌର ପରିଷଦ ବଡ଼ଖୁରୀ ପଞ୍ଚାନନ ହାଇସ୍କୁଲ ପରିସରରେ କେ.କେ ‘ାଉଣ୍ଡେସନ୍ ତର‘ରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶିବାନୀ ଶଙ୍କର ରାୟ, ସଂପାଦକ ବ୍ରଜରାଜ ବିଶ୍ୱାଳ, ହୃଷିତ ବିକାଶ ଦ୍ୱାରୀ, ସୌଭାଗ୍ୟ ଶଙ୍କର ରାୟ, ଅକ୍ଷୟ କୁମାର ରାଉତ, ସୁଜିତ୍ ସାହୁ , ପ୍ରେ‘ସର୍ କମଳାକାନ୍ତ ଦାସ ପ୍ରମୁଖ ଯୋଗଦେଇ ୪୦ଟି ଔଷଧୀୟ ବୃକ୍ଷରୋପଣ କରିଥିଲେ ।

Leave A Reply