ସୋର -4/4/23 :-ସୋର ପୌରପାଳିକା ଅଧିନସ୍ତ ଗୋପୀନାଥ ପୁର ଷ୍ଟ୍ରକ୍ଚର ପଡିଆର କଳାକାର ମହାସଂଘ ସୋର ଆନୁକୂଲ୍ୟରେ ଦ୍ୱାଦଶ ତମ ରାଜ୍ୟ ସ୍ତରୀୟ କଳାକାର ମହାସଙ୍ଘ ର ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି… ସକାଳ 6 ଘଟିକା ରେ ପତାକା ଉତ୍ତୋଳନ କରିଥିଲେ…ସଭାପତି ଉପେନ୍ଦ୍ର ନାଥ ଜେନା ମଞ୍ଚ ଉଦଘାଟନ ରେ ସହଯୋଗ କରିଥିଲେ… ସୋର ପୌରପାଳିକା ଅଧ୍ୟକ୍ଷ ମାଧବ ଚନ୍ଦ୍ର ଧଡ଼ା ସମ୍ପାଦକ ଗଙ୍ଗାଧର ବେହେରା ସହସମ୍ପାଦକ ମାଧବ ଚନ୍ଦ୍ର ମହାରଣା ଉପସଭାପତି ରମେଶ ଚନ୍ଦ୍ର ବିଶ୍ୱାଳ କୋଷାଧକ୍ଷ ଚିନ୍ମୟ ଜେନା ସାଂସ୍କୃତିକ ସମ୍ପାଦକ ହରିହର ବେହେରା ଉପଦେଷ୍ଟା ରବୀନ୍ଦ୍ର ନନ୍ଦ, ଜଗନ୍ନାଥ କର, ଶଙ୍କର୍ଷଣ ମହାନ୍ତି, ଏଥିରେ ମୁଖ୍ୟ ଅତିଥି ନୃତ୍ୟ ଗୁରୁ ମନୋଜ କୁମାର ବେହେରା ଅନ୍ୟାନ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ହରିହର ସାହାଣୀ, ରାଜେନ୍ଦ୍ର ମହାନ୍ତି, ଗୌରଙ୍ଗ ଚରଣ ପରିଡା, ସୁଦାମ ଚରଣ ଦାସ, ହରିହର ବେହେରା, ମୁଖ୍ୟ ବକ୍ତା ଭାବେ ଗାୟକ ପ୍ରଚଣ୍ଡ ଚକ୍ରଧର ମହାପାତ୍ର, କଳାସଂସ୍କୃତି ଉପସଭାପତି ସମ୍ବର୍ଦ୍ଧିତ ପ୍ରତିଭା ସୂର୍ଯ୍ୟ ନାରାୟଣ ନାୟକ ସୋର ଥାନା ଏସ.ଆଇ, ଗୋଚା ଚାନ୍ଦ ମାଝୀ ଶିକ୍ଷକ ସମାଜ ସେବା, ନାଟ୍ୟକାର ଭାଗିରଥି ଜେନା,ଦିବବ ବ୍ୟାପି ନୃତ୍ୟ ସଂଗୀତ ଅଭିନୟ ପାଲା ବିଶିଷ୍ଟ କଳା ପ୍ରଦର୍ଶନ ସହ ବିଶେଷ ଆକର୍ଷଣ ଆଦିବାସୀ ନୃତ୍ୟ ପରିବେଷଣ ହୋଇଥିଲା.. ଅଭ୍ୟର୍ଥନା ରେ ଥିଲେ ପ୍ରଫୁଲ୍ଲ ବାରିକ, ଭାଗବତ ମହାଳିକ, ଗୁରୁପ୍ରସାଦ ବେହେରା, ଶ୍ୟାମ ସୁନ୍ଦର ପ୍ରଧାନ, ମଣିଭଦ୍ର ନାୟକ, ଗଣେଶ୍ୱର ବନ୍ଧ, ପ୍ରଶାନ୍ତ ଦାସ, ପ୍ରମୋଦ ମହାନ୍ତି, ରସିକ ନନ୍ଦ ଦାସ,କୁଞ୍ଜ ବିହାରି ଦାସ, କାଚନ ବାଳା ଦାସ, ସଞ୍ଜୁଲତା ପ୍ରଧାନ, ସୋର ଜିନି ବାରିକ, ଏହି କଳାକାର ସମ୍ମିଳନୀ ରେ ବିଭିନ୍ନ ଅଞ୍ଚଳ ରୁ ବହୁ କଳାକାର ଏପରିକି ବହୁ ବରିଷ୍ଠ କଳାକାର ଯୋଗ ଦେଇଥିବା ଦେଖା ଦେଇଥିଲା.. ସେମାନଙ୍କ ମଧ୍ୟରେ ଭାବ ବିନିମୟ ବେଶ ଆନନ୍ଦ ଦାୟକ ହୋଇଥିଲା