Odisha news

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

0

ସିମୁଳିଆ-୦୫/୦୭ : – ସିମୁଳିଆ ଥାନା ଅନ୍ତରା ପଞ୍ଚାୟତ ପ୍ରାର୍ଥୀ ଗ୍ରାମର ମନୋରଂଜନ ଦାସ ପାରିବାରିକ କଳହରୁ ସ୍ତ୍ରୀ ଯଶୋଦାକୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିଲେ ଓ ପରେ ନିଜେ ବିଷ ପିଇଦେଇଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ମନୋରଂଜନଙ୍କୁ ଉଦ୍ଧାର କରି ପୁଲିସ ସହାୟତାରେ ଭଦ୍ରକ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ମନୋରଂଜନ ସୁସ୍ଥ ହେବାପରେ ପୁଲିସ ତାଙ୍କୁ ଗିରଫ କରି ଆଜି କୋର୍ଟ ·ଲାଣ କରିଛି ।

Leave A Reply