Odisha news

ଭୁବନେଶ୍ୱରରେ ସିଲ୍ ହେଲା ୨୦ରୁ ଉର୍ଦ୍ଧ୍ୱ ଦୋକାନ

0

ଭୁବନେଶ୍ୱର,୧୧ ଜୁନ୍ – କରୋନା ମହାମାରୀ ସମୟରେ ସାମାଜିକ ଦୂରତ୍ୱ ପାଳନ ନକରିବା ଏବଂ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ଭୁବନେଶ୍ୱରରେ ୨୦ରୁ ଉର୍ଦ୍ଧ୍ୱ ମଲ୍ ଓ ଦୋକାନୁ ସିଲ୍ କରିଦିଆଯାଇଛି । ବିଏମସି ଓ ବିଡିଏ ର ମିଳିତ ସ୍କ୍ୱାର୍ଡ ଦ୍ୱାରା ଜନଗହଳି ହୋଇଥିବା ତଥା ସାମାଜିକ ଦୂରତ୍ୱ ପାଳନ ହେଉନଥିବା ଦୋକାନ ଗୁଡିକରେ ଚଢାଉ କରାଯାଇଥିଲା ଏବଂ ବନ୍ଦ କରିଦିଆଯାଇଥିଲା । ସିଲ ହୋଇଥିବା ପ୍ରମୁଖ ପ୍ରତିଷ୍ଠାନ ମଧ୍ୟରେ ରହିଛି ଭୁବନେଶ୍ୱର ଜନପଥ ରେ ଥିବା ଅମ୍ବର , ନୟାପଲ୍ଲୀ ସ୍ଥିତ ଭିଶାଲ ମେଗାମାର୍ଟ , କଳ୍ପନା ସ୍ଥିତ ତାରିଣୀ ବସ୍ତ୍ରାଳୟ । ସେହିପରି ରୂପାଲୀ ଛକ ଠାରେ ଥିବା ଲିଙ୍ଗରାଜ ଲସି ,ରବି ଟକିଜ୍ ଭାଇ-ଭାଇ ଟିଫିନ୍ ଷ୍ଟଲ୍ , ଏକାମ୍ର ରୋଡ୍ ରେ ଥିବା ଓମଫେଡ୍ ଷ୍ଟଲ୍ କୁ ମଧ୍ୟ ସିଲ୍ ହୋଇଛି ।

Leave A Reply

Your email address will not be published.