Odisha news

ୟୁଏଇର ସ୍ଲୋ ପିଚ୍‌ ସିଏସ୍‌କେକୁ ସହାୟକ ହେବ: ୱାଟସନ୍‌

0

ଚେନ୍ନାଇ,୧୨ା୮(ଏଜେନ୍ସି): ସାଧାରଣତଃ ୟୁଏଇର ସମସ୍ତ ଷ୍ଟାଡିୟମ୍‌ ଗୁଡିକ ଧୀମା ପିଚ୍‌ ପାଇଁ ଜଣାଶୁଣା । ଅର୍ଥାତ୍‌ ପ୍ରତି ମ୍ୟାଚ୍‌ ହାଇସ୍କୋରିଂ ହେବ ନାହିଁ । କିନ୍ତୁ ଲୋ ସ୍କୋରିଂ ମ୍ୟାଚ୍‌ରେ ହାଇକ୍ଲାସ ଡ୍ରାମା ଦେଖିବାକୁ ମିଳିବ । ଚେନ୍ନାଇ ସୁପରକିଙ୍ଗ୍ସର ପ୍ରମୁଖ ଖେଳାଳି ସେନ୍‌ ୱାଟସନ୍‌ ୟୁଏଇ ସଂସ୍କରଣ ସମ୍ପର୍କରେ ମତ ରଖିଛନ୍ତି । ୱାଟସନ୍‌ଙ୍କ ଯୋଗୁଁ ଚେନ୍ନାଇ ସୁପରକିଙ୍ଗ୍ସ ୨୦୧୮ରେ ତୃତୀୟଥର ପାଇଁ ଆଇପିଏଲ୍‌ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା । ଫାଇନାଲ ମ୍ୟାଚ୍‌ରେ ୱାଟସନ୍‌ ୫୭ ବଲରୁ ୧୧୭ ରନ୍‌ର ଧମାକଦାର ଇନିଂସ୍‌ ଖେଳିଥିଲେ । ଠିକ୍‌ ଏହାର ବର୍ଷକ ପରେ ଚିତ୍ର ବଦଳି ଯାଇଥିଲା ।

Leave A Reply