Odisha news

ସମୁଦ୍ରରୁ ବାହାରିଲା ଗଛର ଚେରଭଳି ଏମିତି ଏକ ଜୀଵ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

0

ଥରେ ଥରେ  ସମୁଦ୍ରରୁ ଏମିତି କିଛି ଯିବ ବାହାରନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି ଓ ବୈଜ୍ଞାନିକ ମାନଙ୍କ ପାଖରେ ତାଙ୍କ ବିଷୟରେ ଜାଣିବା ବହୁତ କଠିନ ହୋଇଥାଏ l ଏହି ପରିସ୍ଥିରେ ଲୋକମାନଙ୍କ ପାଖରେ ଏହିସବୁ ଯିବ ବିଷୟରେ ଜାଣିବା କିଛି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ l ଏମିତି ଏକ ଘଟଣା ଘଟିଛି ଆଲାସ୍କାରେ ଯେଉଁଠି ଗୋଟେ ସାମୁଦ୍ରିକ ଜୀବ ଦେଖିବାକୁ ମିଳିଛି ଓ ତାହା ଏବେ ଲୋକମାନଙ୍କ ମଧ୍ୟରେ ଚର୍ଚାର ବିଷୟ ହୋଇଛି l ଏହି ସାମୁଦ୍ରିକ ଯିବା ଗୋଟେ ଗଛର ଚେର ଭଳି ଦେଖା ଯାଉଛି l ପ୍ରଥମେ ଏହି ସାମୁଦ୍ରିକ ଯିବାକୁ ଆଲଫୋର୍ଡ଼ ନାମକ ଜଣେ ମହିଳା ଏହାକୁ ଦେଖିଲେ ଓ ଭିଡ଼ିଓ ତିଆରି କରି ଏହାକୁ ଭାଇରଲ କଲେ l ବର୍ତମାନ ଲୋକମାନେ ଜାଣିବାକୁ ଚାହୁଁଛନ୍ତି ଏହି ଆଶ୍ଚର୍ଯ୍ୟ ସାମୁଦ୍ରିକ ଯିବ ବିଷୟରେ ଓ ଜାଣିବାକୁ ଚାହୁଁଛନ୍ତି ଏହି ଅଦ୍ଭୁତ ଦେଖାଯିବା ସାମୁଦ୍ରିକ ଯିବା ବିଷୟରେ l

ଭିଡ଼ିଓରେ ସଫା ସଫା ଦେଖା ଯାଉଛି ଯେ ଏହି ଯିବା ନାରଙ୍ଗୀ ରଙ୍ଗ ଅଟେ ଓ ପିପାଳ ଗଛର ଛେରା ଭଳି ଏହାର ଆକାର l ଯେଉଁଭଳି ଭାବରେ ମାଟି ଉପରେ ଗଛର ଛେରା ମାଡ଼ିଥାଏ l ଠିକ ସେହିଭଳି ଏହାର ପତଳା ପତଳା ଅଙ୍ଗ ରହିଛି l କିଛି ଲୋକ ଏହାକୁ ସାମଜିକ ଗଣ  ମାଧ୍ୟମରେ ଏଲିୟନ କହୁଛନ୍ତି l ସରାହ ନାମକ ମହିଳା ସମୁଦ୍ର କୂଳରେ ଏହି ଅଦ୍ଭୁତ ଯିବାଟିର ଭିଡ଼ିଓ କରିଛନ୍ତି l

ସରାହଙ୍କ କହିବା ଅନୁସାରେ ଏହି ଯିବାଟିର ନାମ ଵସ୍କେଷ୍ଟାର l ସେ ଏହି ଯିବଟିର ଭିଡ଼ିଓ କରିବା ପରେ ତାକୁ ସମୁଦ୍ରରେ ପୁଣି ଛାଡି  ଦେଇଥିଲେ l ଏହି ଭିଡଓଟିକୁ ସେ ଫେସ ବୁକରେ ସେୟାର କରିବା ପରେ ତାକୁ ପନ୍ଦର ଲକ୍ଷ ଥର ଦେଖାସାରିଲାଣି l

Leave A Reply