Odisha news

ଏହି ୨ଟି ରାଶି ଉପରେ ଜୁନ୍ ମାସରେ ରହିବ ଶନିଦେବ ଙ୍କ ଶୁଭ ଦୃଷ୍ଟି, ଏହିସବୁ ଉପାୟ ଦ୍ୱାରା ନିଜର ଭାଗ୍ୟକୁ ବଦଳାନ୍ତୁ

0

ଶନିଦେବ  ଙ୍କୁ ମଧ୍ୟ ଶନିବାର ଦିନ ପୂଜା କରିବାର ବିଶେଷ ବିଧି ରହିଥାଏ , କାରଣ ସେ ହେଉଛନ୍ତି ନ୍ୟାୟର ଦେବତା l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ ଚଳିତ ମାସରେ କୁମ୍ଭ ରାଶିରେ ବିପରୀତ ଗତି କରିବେ l ଶନିଦେବ  ୩୦ ବର୍ଷପରେ ନିଜ ରାଶିରେ ପୁନର୍ବାର ଗୋଚର କରୁଛନ୍ତି l ଏହି ସମୟରେ ଉକ୍ତ ରାଶିର ବ୍ୟକ୍ତିଙ୍କୁ ଅନେକ ଅସୁବିଧାର ସମୁଖୀନ କରିବାକୁ ପଡିବ l ଯେଉଁମାନଙ୍କ କୁଣ୍ଡଳୀ ରେ ଶନି ଦୁର୍ବଳ ରହି ଥାଆନ୍ତି ସେହି ସମୟରେ ଶନି ଯଦି ବିପରୀତ ରାଶି କୁ ଗତି କରନ୍ତି ତେବେ କିଛି ରାଶି ଉପରେ ସକାରାତ୍ମକ ଓ କିଛି ରାଶି ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ l

ସେହି ଲୋକ ମାନଙ୍କ ଉପରେ ଶନିଦେବ  ଙ୍କ ଖରାପ ଦୃଷ୍ଟି ପଡି ନଥାଏ ଯେଉଁ ଲୋକମାନେ ହନୁମାନଙ୍କ ଭକ୍ତ ଅଟନ୍ତି l ତେଣୁ ପ୍ରତି ଶନିବାର ଦିନ କୁମ୍ଭ ରାଶିର ବ୍ୟକ୍ତିମାନେ ହନୁମାନଙ୍କୁ ପୂଜା କରିବା ଆବଶ୍ୟକ ଓ ହନୁମାନଙ୍କ ନିକଟରେ ରାଶି ତେଲ ର ଦୀପ ଅର୍ପଣ କରିବା ଆବଶ୍ୟକ ଏହା ଦ୍ୱାରା ଶନିଦେବ  ଙ୍କ କୋପ ରୁ ରକ୍ଷା ପାଇ ହୋଇଥାଏ l

* କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବ ଙ୍କ ପ୍ରଭାବ ରହୁଥିବା କାରଣରୁ ଏହି ରାଶିର ବ୍ୟକ୍ତି ବିଶେଷ ଭାବରେ ଶନିଦେବ ଙ୍କୁ ପୂଜା କରିବା ସହିତ ହନୁମାନ ଙ୍କ ନିକଟରେ ହନୁମାନ ଅଷ୍ଟକ ପାଠ କରିବା ସହିତ ବଜରଙ୍ଗ ବାଣ ମଧ୍ୟ ପଢିବା ଉଚିତ l ଏହାଦ୍ୱାରା ଶନିଦେବ ଙ୍କୁ ସନ୍ତୁଷ୍ଟ କରିହେବ l ଶନି ଚାଳିଶା ମଧ୍ୟ ଶୁଭ ଫଳ ପକାଇଥାଏ l

ଆସନ୍ତୁ ଜାଣିବା ଶନିଦେବଙ୍କ ବିପରୀତ ଗୋଚରରେ କେଉଁ ରାଶି ପାଇଁ ଶୁଭଫଳ ପ୍ରାପ୍ତି ହେବ –

* ବୃଷ ରାଶି – ବୃଷ ରାଶିର ବ୍ୟକ୍ତି ଏହି ସମୟରେ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ l ଏହି ଲୋକମାନେ ନିଜ କାର୍ଯ୍ୟ କୁ ଚତୁରତା ର ସହିତ ଓ ମଧୁର ବ୍ୟବହାର ସହିତ  ପୁରାଣ କରିବେ l ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମାଙ୍ଗଳିକ ଯୋଗ ଏହି ସମୟରେ ରହିଛି l

* କନ୍ୟା ରାଶି – ଏହି ରାଶିର ବ୍ୟକ୍ତିଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ଲାଭ ହୋଇଥାଏ l ସମସ୍ତ କାର୍ଯ୍ୟରେ ପରିବାର ସଦସ୍ୟ ଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ l

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଶନିବାର ଉପାୟ –
* କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବ ଙ୍କ ପ୍ରଭାବ ରହୁଥିବା କାରଣରୁ ଏହି ରାଶିର ବ୍ୟକ୍ତି ବିଶେଷ ଭାବରେ ଶନିଦେବ ଙ୍କୁ ପୂଜା କରିବା ସହିତ ହନୁମାନ ଙ୍କ ନିକଟରେ ହନୁମାନ ଅଷ୍ଟକ ପାଠ କରିବା ସହିତ ବଜରଙ୍ଗ ବାଣ ମଧ୍ୟ ପଢିବା ଉଚିତ l ଏହାଦ୍ୱାରା ଶନିଦେବ ଙ୍କୁ ସନ୍ତୁଷ୍ଟ କରିହେବ l ଶନି ଚାଳିଶା ମଧ୍ୟ ଶୁଭ ଫଳ ପକାଇଥାଏ l

* ଶନିବାର ଛଡା କୁମ୍ଭ ରାଶିର ବ୍ୟକ୍ତି ପ୍ରତ୍ୟେକ ଦିନ ଶନି ଚାଳିଶା ପାଠ କରିବା ଖୁବ ଶୁଭ ଅଟେ l କୁଷ୍ଠ ରୋଗୀଙ୍କ ସେବା କରିବା ଖୁବ ଭଲ ଫଳ ପ୍ରାପ୍ତି କରାଇ ଥାଏ l ଅହଙ୍କାର ଠାରୁ ଦୁରେଇ ରହିବା ଉଚିତ l

Leave A Reply