Odisha news

ବଲିଉଡ୍‌ ଡେବୁ୍ୟ କରିବେ ସନାୟା

0

ବଲିଉଡ୍‌ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର ସୋସାଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ସନାୟା ଏବେ ବଲିଉଡ୍‌ ଡେବୁ୍ୟ କରିବେ । ଏ ନେଇ ସଞ୍ଜୟ କନଫର୍ମ କରିଛନ୍ତି । ସଞ୍ଜୟ ଏକ ଇଣ୍ଟରଭୁ୍ୟରେ କହିଛନ୍ତି, କରୋନା ଯୋଗୁ ସନାୟାଙ୍କ ଡେବୁ୍ୟରେ ବିଳମ୍ବ ହେଉଛି । ଫ୍ୟାନ୍‌ ସନାୟାଙ୍କୁ ବଡ଼ ପର୍ଦ୍ଦାରେ ଦେଖିବାକୁ ଅପେକ୍ଷା କରିରହିଛନ୍ତି ।
ଦେଖିବାକୁ ବାକି ରହିଲା ନିଜ ଅନ୍ଦାଜରେ ଫ୍ୟାନ୍‌ଙ୍କ ହୃଦୟ ଜିତୁଥିବା ସନାୟା ସିଲଭର୍‌ ସ୍କ୍ରିନ୍‌ରେ କିପରି ଜାଦୁ କରିପାରୁଛନ୍ତି । ଫ୍ୟାନ୍‌ ଜାଣିବାକୁ ଚାହୁଁଛନ୍ତି ସେ କିପ୍ରକାର ପ୍ରୋଜେକଫ ସହ ଡେବୁ୍ୟ କରିବେ । ସନାୟାଙ୍କୁ ବଡ଼ ପର୍ଦ୍ଦାରେ ଦେଖିବାକୁ ମିଳି ନ ଥିଲେ ମଧ୍ୟ ସେ ଇଣ୍ଡଷ୍ଟ୍ରୀରେ କାମ ଆରମ୍ଭ କରିଦେଇଛନ୍ତି । ‘ଗୁଞ୍ଜନ ସକ୍ସେନା: ଦ କାରଗିଲ୍‌ ଗର୍ଲ’ରେ ଆସିଷ୍ଟାଣ୍ଟ୍‌ ଡାଇରେକଫରର ଦାୟିତ୍ୱ ସମ୍ଭାଳିଥିଲେ ।

Nalco
Leave A Reply