Odisha news

ମୃତ ଅନ୍ନପୂନ୍ନା ପରିବାର ପାଖରେ ପହଞି ଉଚ୍ଚସ୍ତରିୟ ତଦନ୍ତ ଦାବିକଲେ ମାହାଙ୍ଗା ବିଜେପି ଯୁବନେତା ସାରଦା ପ୍ରଧାନ

0

ପଞାୟତ ଭେଡା-ସାଲେପୁର ଗାଁ ରେ ମୁର୍ତ  ମହିଳାକଂ ଘରେ ପହଞିଲେ ଭାରତିୟ ଜନତା ପାଟି ର ଯୁବନେତା ସାରଦା ପ୍ରଧାନ ମହିଳା କଂ ମୃତ୍ୟୁକୁ ବହୁଦିନ ବିତିଥିଲେ ମଧ୍ୟ କୈଣସି ଆଖିଦୁଷ୍ଟିଆ ପଦଖେପ ପୁଲିସି ନ ନେବା ଘଟଣାକୁ ଘୋର ନିନ୍ଦା କରିବା ସହ ପୁଲିସ ର ଭୁମିକା କୁ ନେଇ ସନ୍ଦେହ ପ୍ରକାଶ କରିବା ସହ ସ୍ଥାନିୟ ଫାଣ୍ଡି ଅଧିକାରିକୁ ଅନ୍ୟତ୍ର ବଦଳି ସହ ଏ ଘଟଣା ର ସଠିକ ତଦନ୍ତ ଓ ମୁଖ୍ୟ ଅଭିଯୁକ୍ତ କୁ ଗିପଫ କରିବା ସହ ପୁଲିସ ପେଟ୍ରୋଲିଂ କଡାକଡି  ପାଇଁ ଦାବି କରିଛନ୍ତି ସାରଦା  । ଆଜି ମୃତ ବିଧବା ମହିଳାଙ୍କ ପରିବାର ପାଖରେ ସାରଦା ଙ୍କ ସମେତ ରୁଷିକୁମାର ରାଉତ,ପୁନ୍ନଚଦ୍ର ମହାପାତ୍ର ,ଅରୁଣ କୁମାର ସେଠୀ,ରଞନ କୁମାର ସ୍ବାଇଁ ,ପ୍ରଭାତ କେଶୋରୀ ନାୟକ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Nalco
Leave A Reply