Odisha news

ସଡକ ଦୃଘଟଣାରେ ଦୁଇ ବଇକି ଚାଳକଙ୍କ ମୃତ୍ୟୁ ।

0

ବାଲିକୁଦା :  ବୋରିକିନା ନାରଦିଆରାସ୍ତାର ଗତକାଲି ସ୍ୱାଧିନତା ଦିବସରେ ନାରଦିଆ ଛକ ନିକଟରେ ଏକ ମର୍ମତୁଦ ସଡକ ଦୃଘଟଣାରେ ଦୁଇ ବାଇକି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଧକାଦେଇଥିବା ମହେନ୍ଦ୍ରା ବୋଲର ପିକ୍ଫ ଭ୍ୟାନଟିକୁ ଜବତ କରିବା ସିତ ଡ୍ରାଇଭରକୁ ବାଲିକୁ ଦା ପୋଲିସ ଅଟକ ରଖିଛି ।

ଅଗଷ୍ଟ ୧୫ତାରୀଖଦିନ ଏରସମା ମଠସାହି ଅଞ୍ଚଳର ଦୁଇ ଯୁବକ ଓଡି୨୧ଜି ୦୮୪୯ ଗ୍ଲାମର ମୋଟରସାଇକେଲରେ ଦୃତ ବେଗରେ ଆସୁଥିବା ସମୟରେ ଏମ୍,ଏସ୍ ଡିଷ୍ଟିବୁଟର ନାମରେ ଥିବା ଓଡି୨୧ ଜି ୧୦୧୧ ପିକଅଫ୍ ଭ୍ୟନ ସହିତ ଧକ୍କାଦେଇଥିଲେ ଯାହାଫଳରେ ଘଟଣା ସ୍ଥଳରେ ଦୁଇଯୁବଙ୍କ ମୃତ୍ୟୁ ଘଠିଥିଲା ମୃତକ ଯୁବକ ଙ୍କ ଘର ଏରସମା ମଠସାହିର ଛୟାରାମକାଣ୍ଡିଙ୍କ ପୁଅ ପୁଷ୍ପକ କାଣ୍ଡି ଓ ଜଳନ୍ଧର କାଣ୍ଡି ବୋଲି ଜାଣିବାକୁ ମିଳିଛି । ବାଲିକୁଦା ପୋଲିସ ପକ୍ଷରୁ ବାଇକି ଓ ପିକଅଫଭ୍ୟାନକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକରଖି ତଦନ୍ତ ଜାରି ରଖିଛି ।

Leave A Reply