ରିଲାଏନ୍ସ ଜୁଏଲ୍ସ, ଆଜିର ନାରୀଙ୍କ ପାଇଁ ଆକର୍ଷଣୀୟ କଲର ସହିତ ବେଲା କଲେକ୍ସନର ଶୁଭାରମ୍ଭ କରିଛି
ଆକର୍ଷଣୀୟ ଓ ମିନିମାଲିଷ୍ଟିକ୍ ଜୁଏଲାରୀର ନୂତନ ରେଞ୍ଜ ଯାହାକି ଆପଣଙ୍କର ପ୍ରତି ଦିନକୁ ସ୍ୱତନ୍ତ୍ର କରିଥାଏ
ଜୁଲାଇ ୦୧, ୨୦୨୨: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ନୂଆ ସ୍ୱତନ୍ତ୍ର ବେଲା କଲେକ୍ସନର ଶୁଭାରମ୍ଭ କରିଛି । ଏହି ସ୍ୱତନ୍ତ୍ର କଲେକ୍ସନ ଆଜିର ମିଲେନିଆଲ୍ ଓ ଜେନ୍ ଜେଡ୍ ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯାହାକି ସେମାନଙ୍କର ଜୀବନରେ ରଙ୍ଗ ଭରିଦେବ ଓ ପ୍ରତ୍ୟେକ ଦିନକୁ ଏକ ସ୍ୱତନ୍ତ୍ର ଅବସରରେ ପରିଣତ କରିବ । ଏହି ନୂତନ ରୋଜ୍ ଗୋଲ୍ଡ ଓ ସେମି ପ୍ରିସିୟସ କଳର ସହିତ ଜୁଏଲାରୀକୁ ମହିଳାମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଏହାର ଡିଜାଇନ୍ ଅତ୍ୟନ୍ତ ସୂକ୍ଷ୍ମ ଓ ଆଧୁନିକ ଅଟେ ।
ବେଲା ହେଉଛି ଆତ୍ମବିଶ୍ୱାସ! ଏକ ସକାରାତ୍ମକ ଭାବନା! ଏହା ସହାୟତାରେ ଆପଣ ନିଜକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିପାରିବେ ।ଏହି ସ୍ପେଶିଆଲ୍ କଲେକ୍ସନ ଆପଣଙ୍କ ଜୀବନରେ ରଙ୍ଗ ଭରିଦେବ ଓ ସବୁ ଦିନକୁ ସ୍ୱତନ୍ତ୍ର କରିବ । ଏହି ବେଲାର ପିସ୍ ଗୁଡ଼ିକ ହେଉଚି ମିନିମାଲିଷ୍ଟିକ୍ ଯାହାକୁ ଆପଣ ଡିନର ପାଇଁ ମଧ୍ୟ ଆପଣ ବ୍ୟବହାର କରିପାରିବେ । ଏହା ଅତ୍ୟନ୍ତ ଆକର୍ଷଣୀୟ ଷ୍ଟାଇଲର ନେକଉୟର ଓ ସୁନ୍ଦର ଅଟେ । ଆଜି କାଲି ସର୍ଭିଏ ଓଜନିଆ ଗହଣା ତୁଳନାରେ ହାଲୁକା ଓଜନର ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହାକୁ ପ୍ରତିଦିନ ମଧ୍ୟ ପିନ୍ଧା ଯାଇପାରିବ । ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନର ସଂରଚନା ଯାହାକୁ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି । ଏହାକୁ ଆପଣ ରାତ୍ରି ଭୋଜନ ସମୟରେ, ବନ୍ଧୁମାନଙ୍କ ସହିତ ପାର୍ଟି ବା ସପିଂ କରୁଥିବା ସମୟରେ ବା ପରିବାର ସହିତ ବାହାରକୁ ଯିବା ସମୟରେ ମଧ୍ୟ ପିନ୍ଧି ପାରିବେ । ଏହାକୁ ଘରେ ଛୋଟ ଉତ୍ସବ ତଥା ୱିକେଣ୍ଡ ପାର୍ଟିରେ ମଧ୍ୟ ପିନ୍ଧା ଯାଇପାରିବ ।
ଏହି ନୂତନ ଡିଜାଇନ୍ ସିଙ୍ଗିଲ୍ ଓ ଲେୟାର ନେକଲେସ୍, ବ୍ରେସଲେଟ୍, ଇୟରିଂ ୧୪କେଟି ରୋଜ ଗୋଲ୍ଡରେ ଉପଲବ୍ଧ ଓ ଏଥିରେ ସେମି-ପ୍ରିସିୟସ କଲର ଷ୍ଟୋନ୍ ରହିଛି । ଏଥିରେ ପେରିଡଟ୍ ଗ୍ରୀନ ଷ୍ଟୋନ ଓ ପର୍ପଲ ରଙ୍ଗର ପର୍ଲ ଆକୃତିର କଳାକୃତିକୁ ସାମିଲ୍ କରାଯାଇଛି ଯାହାକୁ ଆଜିର ନାରୀମାନେ ନିଶ୍ଚିତ ଭାବରେ ପସନ୍ଦ କରିବେ । ଏଥିରେ ମୋଟିଫର ସର୍ବନିମ୍ନ ବ୍ୟବହାର କରାଯାଇଛି ଓ ଏହା ଅତ୍ୟନ୍ତ ଆକର୍ଷଣୀୟ ତଥା ଚିତାକର୍ଷକ ଏହି ଡିଜାଇନକୁ ବେଜେଲରେ ଡିଜାଇନ କରାଯାଇଛି ଯାହାକି ଜେମଷ୍ଟୋନକୁ ସୁରକ୍ଷିତ ଭାବରେ ଧରି ରଖିଥାଏ । ଏହି କଲେକ୍ସନର ପ୍ରାଇସ୍ ରେଞ୍ଜ ମାତ୍ର ଟ.୫୫୦୦/- ରୁ ଆରମ୍ଭ ଯାହାକୁ ସଭିଏଁ ନିଶ୍ଚିତ ଭାବରେ କ୍ରୟ କରିପାରିବେ ।
ରିଲାଏନ୍ସ ଜୁଏଲ୍ସ ଦ୍ୱାରା ବେଲା ଫିଲ୍ମସ ମାଧ୍ୟମରେ ଏହାର ନୂତନ ଡିଜାଇନ ଓ କଲେକ୍ସନକୁ ପ୍ରଦର୍ଶିତ କରାଯାଇଛି l ଏହାକୁ ଆଜିର ନାରୀଙ୍କ ପସନ୍ଦକୁ ଧ୍ୟାନରେ ରଖି ଅତ୍ୟନ୍ତ ଆକର୍ଷଣୀୟ କଳାକୃତିର ସହିତ ପ୍ରସ୍ତୁତ କରାଯାଇଛି ।
ଗ୍ରାହକମାନେ ସାରା ଦେଶରେ ୧୫୦+ ସହରରେ ୩୦୦+ ରିଲାଏନ୍ସ ଜୁଏଲ୍ସ ସୋରୁମ୍ ଓ ଏସଆଇଏସ୍ ରୁ ଏହି ଆକର୍ଷଣୀୟ ଜୁଏଲାରୀକୁ କିଣି ପାରିବେ । ଏହାର କଲେକ୍ସନ ଗୁଡ଼ିକ ରିଲାଏନ୍ସ ଜୁଏଲ୍ସର ୱେବସାଇଟ୍ ରେ ମଧ୍ୟ ଉପଲବ୍ଧ ରହିଛି ।
ଏହି ନୂତନ କଲେକ୍ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ କହିଛନ୍ତି ଯେ, “ଆମର ନୂତନ ସମସାମୟିକ ଡିଜାଇନର ନୂତନ କଲେକ୍ସନ