ରଥ ଟଣାର ସବିଶେଷ ବିବରଣୀ ଓ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ନିର୍ଘଣ୍ଟ ରାଜ୍ୟ By Sakala Khabar On Jun 30, 2022 0 Share ମଙ୍ଗଳ ଆଳତି- ସକାଳ ୬.୦୦ ଟା ଅବକାଶ……..୭.୦୦ ଟା ସକାଳଧୂପ…..୮.୦୦ ଟା ରଥ ପ୍ରତିଷ୍ଠା…..୯.୦୦ଟା ମଙ୍ଗଳର୍ପଣ..୯.୧୫ ପହଣ୍ଡି…୯.୩୦ ପହଣ୍ଡି ଶେଷ..୧୨.୩୦ ଚିତା ଲାଗି..୧.୩୦ ଛେରାପହଁରା…୨.୩୦ ଚାରମାଳ ଓ ଘୋଡା ଲାଗିଵା ….୩.୦୦.ଟା ରଥ ଟଣା….୪.୦୦ ଟା ।। ratha jatra news 0 Share