Odisha news

ରଣପୁର କଲେଜ ରେ ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0

ରଣପୁର.. ନୟାଗଡ ଜିଲ୍ଲା ରଣପୁର ମହାବିଦ୍ୟାଳୟ ରେ ଏକ ଆତ୍ମ ରକ୍ଷା  ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି..ଏହି ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ରେ ରଣପୁର ମହାବିଦ୍ୟାଳୟ ର ଯୁକ୍ତ ଦୁଇ ସମସ୍ତ ବିଭାଗ ର ପ୍ରାୟ 50ରୁ ଉର୍ଦ୍ଧ ଛାତ୍ରୀ ମାନଙ୍କୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା..   ବିଶେଷ କରୀ ପୁରୁଷ ପ୍ରଧାନ ସମାଜ ରେ ନାରୀ ମାନେ ବିଭିନ୍ନ ଅସମୟରେ ନିଜେ ନିଜ ଜୀବନ କୁ ସୁରକ୍ଷା କରିବା ସହିତ କିଭଳି  ଅନ୍ୟ କୁ ଜୀବନ କୁ ସୁରକ୍ଷା ଦେଇ ପାରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ  ଅସମୟରେ  ନାରୀ  ମାନେ କିଭଳି ନିଜ ଜୀବନ  ରକ୍ଷା କରୀ ପାରିବେ ତାହା ଏହି ପ୍ରଶିକ୍ଷଣ ଶିବିର ମୂଳଲକ୍ଷ୍ୟ ଥିବା ଜଣାପଡିଛି.. ତେଵେ ଏହି ଶିବିର  ଟି ରଣପୁର ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ମହାବିଦ୍ୟାଳୟ ଅଧକ୍ଷ ସଂଗ୍ରାମ କେଶରୀ ରାୟ ଶିବିର ଆୟୋଜନ ରେ ସମସ୍ତ ସହଯୋଗ କରିଥିଲେ ଏବଂ ପ୍ରଶିକ୍ଷିକା ଜୁଲି ରତ୍ନା ସମସ୍ତ ଛାତ୍ରୀ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ସହ ମିସ ଅଲିଶା କେର୍କେଟା ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ

Govt
Leave A Reply