ରଣପୁର…. ଆଗାମୀ ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟ ରେ କଂଗ୍ରେସ ତାର ବିଧାନସଭା ଓ ଲୋକସଭା ପ୍ରାଥୀ ଘୋଷଣା କରିଛି ଏହି କ୍ରମ ରେ 119ନମ୍ବର ରଣପୁର ବିଧାନସଭା ଆସନ ପାଇଁ ବିଭୁ ପ୍ରସାଦ ମିଶ୍ର ଙ୍କୁ ଦଳ ତରଫରୁ ପ୍ରାଥୀ କରାଯାଇଛି.ଯାହାକୁ ନେଇ କିଏ ପାଇବ କଂଗ୍ରସ ଟିକେଟ ତାର ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି. ଏବଂ ଏହି ଟିକେଟ ରେସ ରେ ବିଭୁ ପ୍ରସାଦ ବିଜୟୀ ହୋଇଛନ୍ତି.ଯାହାକୁ ନେଇ ତାଙ୍କର ସମର୍ଥକ ମଧ୍ୟରେ ଖୁସି ର ଲହରୀ ଖେଳି ଯାଇଛି ତେବେ ବିଭୁ ପ୍ରସାଦ ଦୀର୍ଘ ଦିନ ଧରି ରଣପୁର ଅଞ୍ଚଳ ରେ କଂଗ୍ରେସ ଦଳ ପାଇଁ ସଂଗଠନ ଜାରି ରଖିଥିଲେ
