Odisha news

ମା କୁ ତଣ୍ଟି ଚିପି ହତ୍ୟା କରି ପୋଡି ହେଲା ପୁଅ

0

ରାଜକନିକା-ତା ୧୦/୫କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କର୍ଣ୍ଣପୁର ଗ୍ରାମରେ ଘଟି ଯାଇଛି ଏକ ଅଭାବ ନିୟ ଘଟଣା ପାରିବାରିକ କଳହରୁ ନିଜ ଜନ୍ମ କଲା ମାକୁ ପୁଅ ତଣ୍ଟି ଚିପି ମାରି ହେଲା ପରେ ଘର ଭିତରେ ପୋତି ଦେଇଛିମୂତମାର ନାମ ଦ୍ରୌପଦୀ ବାରିକ ଏବଂ ହତ୍ୟା  କହିଥିବା ପୁଅର ନାମ  ସଂଜିବ  ବାରିକ ବୋଲି ଜଣା ପଡିଛି ରାଜକନିକା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆସାମିକୁ ଗିରଫ କରିବା ସହିତ ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply