Odisha news

ଚଳିତ ବର୍ଷ ହେବ ରାହୁ କେତୁ ଗୋଚର ହେଉଥିବା କାରଣରୁ ଏହି ୪ ରାଶି ପାଇଁ ଆସିବ ଖୁବ ବିପଦ

0

ଛାୟା ଗ୍ରହ କୁହାଯାଉଥିବା ରାହୁ – କେତୁ ସର୍ବଦା ବକ୍ର ଅର୍ଥାତ ଓଲଟା ଚଳନ ହୋଇ ଥାଆନ୍ତି l  ଏହି ଗ୍ରହକୁ ପାପ ଗ୍ରହ ବୋଲି କୁହାଯାଇଥାଏ l  ଯେକୌଣସି ଜାତକ ର କୁଣ୍ଡଳୀ ରେ ଯଦି ଏହି ଗ୍ରହ ଅଶୁଭ ସ୍ଥିତି ରେ ହୋଇଥାଏ ଏହି ଲୋକ ମାନଙ୍କୁ ଅନେକ ଅଶୁଭ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l  ଯଦି ଏହି ଦୁଇଗ୍ରହ ରାଶି ପରିବର୍ତନ କଥା କହିବା ତେବେ ବକ୍ର ଚଳନ କାରଣରୁ ଗୋଚର କରିବା ପାଇଁ ଦେଢ଼ ବର୍ଷ ସମୟ ଲାଗିଥାଏ l  ଏହି ଦୁଇଗ୍ରହ ଅକ୍ଟୋବର ୩୦ ୨୦୨୩ ରେ ମୀନ ରାଶିରେ ପ୍ରବେଶ କରିବେ l  ଏହାଦ୍ୱାରା ୪ ଟି ରାଶି ଉପରେ ଅନେକ କଷ୍ଟର ସମୁଖୀନ କରିବାକୁ ପଡିବ l

ଏହି ରାଶି ଗୁଡିକ ଉପରେ ରହିବ ରାହୁ କେତୁ ଙ୍କ ପ୍ରଭାବ –

– ମେଷ ରାଶି –
ରହୁ-କେତୁ ଗୋଚର ମେଷ ରାଶିର ଜାତକ ବ୍ୟକ୍ତିଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବ l  ଏହି ସମୟରେ ଏହି ରାଶିର ବ୍ୟକ୍ତି ଅନେକ ଅସୁବିଧାର ସମୁଖୀନ କରିବେ l ଆର୍ଥିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପଡିବ l  ଖର୍ଚ୍ଚ ବୃଦ୍ଧି ହେବ ଦ୍ୱାରା ଆପଣ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ରହିବେ l ଦାମ୍ପତ୍ୟ ଜୀବନ ଉପରେ ଖରାପ ପ୍ରଭାବ ପଡିବ l ଜୀବନ ସାଥୀଙ୍କ ସହିତ ସର୍ବଦା କଳହ ଉପୁଜିବ l

– ବୃଷ ରାଶି –
ରହୁ-କେତୁ ଗୋଚର ବୃଷ ରସିଙ୍କ ଜୀବନ ରେ ଅନେକ ଅସୁବିଧା ଆଣିପାରେ l  ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଦେଖା ଦେଇପାରେ l  ବିନା କାରଣରେ ଦୂର ଯାତ୍ରା କରିପାରନ୍ତି l  ଅଯଥା ଖର୍ଚ୍ଚ କୁ ନେଇ ଆର୍ଥିକ ସ୍ଥିତି ଖରାପ ହୋଇପାରେ l

–  କନ୍ୟା ରାଶି –
ରହୁ-କେତୁ ଗୋଚର ଦ୍ୱାରା କନ୍ୟା ରାଶି ର ବ୍ୟକ୍ତିଙ୍କ ଜୀବନ ପ୍ରଭାବିତ ହୋଇପାରେ l  ବିନା କାରଣରେ ବିଭିନ୍ନ ଅସୁବିଧା ର ସମୁଖୀନ ହୋଇ ପାରନ୍ତି l  ପ୍ରତ୍ୟେକ କ୍ଷେତ୍ରରେ ଜୀବନ ସଂଘର୍ଷ ମେ ହୋଇଯିବ l  ବ୍ୟବସାୟୀ ମାନେ ଅନେକ ଅସୁବିଧାର ସମୁଖୀନ ହେବେ l  ତେଣୁ ନିଜର କାର୍ଯ୍ୟ କ୍ଷେତ୍ରରେ ସଂଯମତା ଓ ବାଣୀରେ ମଧୁରତା ରଖନ୍ତୁ l

– ମୀନ ରାଶି-
ଏହି ଦୁଇ ଛାୟା ଗ୍ରହ ଙ୍କ ଗୋଚର ମୀନ ରାଶିକୁ ହେବ l ତେଣୁ ଯେ କୌଣସି ନିର୍ଣ୍ଣୟ ନେବେ ଭାବିଚିନ୍ତି ନେବେ l  ଋଣ କରିବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ l  ବ୍ୟବସାୟୀ ମାନଙ୍କ ପାଇଁ ଏହି ସମୟ ଖୁବ କଷ୍ଟ ଦାୟକ ହେବ l ଏହାଛଡା ତେଣୁ ଏହି ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବା ଜରୁରୀ l

Leave A Reply