Odisha news

କରୋନା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ତିନିମାସର ଦରମା ଦାନ କଲେ

0

ଯାଜପୁର, ତା ୨୪ା୦୩ ( ସ.ବୁ୍ୟ ): କରୋନାର ସହାୟତା ପାଇଁ ଦେବଦୂତ ସାଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନିମାସର ଦରମା ଦାନ କରିଛନ୍ତି ଯାଜପୁରର ଯୁବ ବିଧାୟକ ତଥା ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ( ବବି ) । ଏଥି ସହିତ ଅନ୍ୟ ବିଧାୟକ ଓ ବିଧାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି କରୋନା ପୀଡିତଙ୍କ ପାଇଁ ସହେଯାଗ କରିବା ପାଇଁ ଅନୁରୋଧ କରିଛନ୍ତି ପ୍ରଣବ ।

Leave A Reply